Biblia Todo Logo
Bib sou entènèt

- Piblisite -




ଯୋହନ 8:1 - ପବିତ୍ର ବାଇବଲ (CL) NT (BSI)

1 (ସମସ୍ତେ ଘରକୁ ଚାଲିଗଲା ପରେ ଯୀଶୁ ଜୀତ ପର୍ବତକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 କିନ୍ତୁ ଯୀଶୁ ଜୀତ ପର୍ବତକୁ ଗଲେ।

Gade chapit la Kopi

ଓଡିଆ ବାଇବେଲ

1 କିନ୍ତୁ ଯୀଶୁ ଜୀତପର୍ବତକୁ ଗଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 କିନ୍ତୁ ଯୀଶୁ ଜୀତପର୍ବତକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁ ଜୀତପର୍ବତକୁ ଗଲେ।

Gade chapit la Kopi




ଯୋହନ 8:1
5 Referans Kwoze  

ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବେଥ୍ଫାଗୀ ଗ୍ରାମଠାରୁ ଅଳ୍ପ ଦୂରରେ ଥିବା ଜୀତ ପର୍ବତରେ ପହଞ୍ଚିଲେ।


ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବେଥ୍ଫାଗୀ ଓ ବେଥାନୀ ଗ୍ରାମର ଉପକଣ୍ଠରେ ଥିବା ଜୀତପର୍ବତ ପାଖରେ ପହଞ୍ôଚଲେ। ଯୀଶୁ ତାଙ୍କର


ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହେବା ସମୟରେ ଯେଉଁଠାରେ ରାସ୍ତାଟି ଜୀତ ପର୍ବତ ଆଡ଼େ ଯାଇଥିଲା, ସେଇଠି ତାଙ୍କୁ ଅନୁଗମନ କରୁଥିବା ଏକ ମହାଜନତା ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଲାଗିଲେ ଏବଂ ସେମାନେ ଯେଉଁ ମହତ୍ ବିଷୟ ସବୁ ଦେଖିଥିଲେ, ସେଥିପାଇଁ ଉଚ୍ଚ ସ୍ୱରରେ ତାଙ୍କର ପ୍ରଶଂସା କରି କହିଲେ:


ଦିନେ ଯୀଶୁ ମନ୍ଦିର ସମ୍ମୁଖସ୍ଥ ଜୀତ ପର୍ବତ ଉପରେ ବସିଥିଲେ। ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଏକାନ୍ତରେ ତାଙ୍କ ନିକଟକୁ ଆସି ପଚାରିଲେ,


Swiv nou:

Piblisite


Piblisite