Biblia Todo Logo
Bib sou entènèt

- Piblisite -




ଯୋହନ 7:22 - ପବିତ୍ର ବାଇବଲ (CL) NT (BSI)

22 ତୁମ ପୁତ୍ରମାନଙ୍କ ସୁନ୍ନତ କରାଇବା ଲାଗି ମୋଶା ଆଦେଶ ଦେଇଥିଲେ। (ଅବଶ୍ୟ ମୋଶା ଏହି ପ୍ରଥା ଆରମ୍ଭ କରି ନ ଥିଲେ; ତୁମ ପୂର୍ବପୁରୁଷମାନଙ୍କ ସମୟରୁ ଏହା ଚଳି ଆସୁଥିଲା।) ବିଶ୍ରାମବାରରେ ମଧ୍ୟ ତୁମେ ସେହି ସୁନ୍ନତ କାର୍ଯ୍ୟ କରାଉଛ, କିନ୍ତୁ ତଦ୍ଦ୍ୱାରା ଯେ ବିଶ୍ରାମବାର ନିୟମ ଲଙ୍ଘନ କରୁଛ, ଏହା ମନେ କରୁ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାରରେ ମନୁଷ୍ୟର ସୁନ୍ନତ କରୁଅଛ।

Gade chapit la Kopi

ଓଡିଆ ବାଇବେଲ

22 ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାରରେ ମନୁଷ୍ୟର ସୁନ୍ନତ କରୁଅଛ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃ-ପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାର ଦିନରେ ମନୁଷ୍ୟର ସୁନ୍ନତ କରୁଅଛ।

Gade chapit la Kopi

ପବିତ୍ର ବାଇବଲ

22 ମୋଶା ତୁମ୍ଭକୁ ସୁନ୍ନତ ବିଧି ପାଳନ କରିବା ପାଇଁ ନିୟମ ଦେଲେ, (କିନ୍ତୁ ପ୍ରକୃତରେ ମୋଶା ତୁମ୍ଭକୁ ସୁନ୍ନତ ବିଷୟ ଦେଇ ନାହାନ୍ତି। ଏହାତ ମୋଶାଙ୍କ ପୂର୍ବରୁ ଥିବା ଲୋକମାନଙ୍କ ପାଖରୁ ଆସିଛି)। ତେଣୁ ତୁମ୍ଭେ ବେଳେବେଳେ ବିଶ୍ରାମବାର ଦିନ ଗୋଟିଏ ବାଳକକୁ ସୁନ୍ନତ କରିଥାଅ।

Gade chapit la Kopi




ଯୋହନ 7:22
6 Referans Kwoze  

ମୋର କହିବାର ଅର୍ଥ ହେଉଛି, ଈଶ୍ୱର ଅବ୍ରାହାମଙ୍କ ସହିତ ଗୋଟିଏ ଚୁକ୍ତି ସ୍ଥାପନ କରିଥିଲେ ଓ ତାହା ରକ୍ଷା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ। ଯେଉଁ ବ୍ୟବସ୍ଥା ଚାରି ଶହ ତିରିଶ ବର୍ଷ ପରେ ପ୍ରଦାନ କରାଗଲା, ତାହା ସେହି ଚୁକ୍ତିକୁ ଭଙ୍ଗ କରି ଈଶ୍ୱରଙ୍କ ପ୍ରତିଜ୍ଞା ରଦ୍ଦ କରିପାରେ ନାହିଁ।


ତା’ପରେ ଈଶ୍ୱର ଅବ୍ରହାମଙ୍କ ସହିତ ଚୁକ୍ତି ଚିହ୍ନ ସ୍ୱରୂପ ସୁନ୍ନତ ବିଧି ସ୍ଥାପନ କଲେ। ତେଣୁ ତାଙ୍କ ପୁତ୍ର ଇସ୍ହାକଙ୍କ ଜନ୍ମର ଏକ ସପ୍ତାହ ପରେ ଅବ୍ରହାମ ତାଙ୍କୁ ସୁନ୍ନତ କଲେ; ଇସ୍ହାକ ତାଙ୍କ ପୁତ୍ର ଯାକୁବଙ୍କୁ ଓ ଯାକୁବ ତାଙ୍କ ବାର ପୁତ୍ର ତଥା ଆମ ଜାତିର ବିଖ୍ୟାତ ପୂର୍ବପୁରୁଷମାନଙ୍କୁ ସୁନ୍ନତ କଲେ।


Swiv nou:

Piblisite


Piblisite