Biblia Todo Logo
Bib sou entènèt

- Piblisite -




ଯୋହନ 6:3 - ପବିତ୍ର ବାଇବଲ (CL) NT (BSI)

3 ଯୀଶୁ ଗୋଟିଏ ପାହାଡ଼ ଉପରକୁ ଯାଇ ଶିଷ୍ୟମାନଙ୍କ ସହ ବସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ।

Gade chapit la Kopi

ଓଡିଆ ବାଇବେଲ

3 ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ।

Gade chapit la Kopi

ପବିତ୍ର ବାଇବଲ

3 ଯୀଶୁ ପାହାଡ଼ ଉପରକୁ ଚଢ଼ିଗଲେ। ସେଠାରେ ତାହାଙ୍କର ଶିଷ୍ୟମାନଙ୍କ ଗହଣରେ ବସିଲେ।

Gade chapit la Kopi




ଯୋହନ 6:3
7 Referans Kwoze  

ଲୋକମାନେ ତାଙ୍କୁ ବଳପୂର୍ବକ ରାଜା କରିବା ପାଇଁ ଧରିବାକୁ ଯାଉଛନ୍ତି ବୋଲି ଜାଣିପାରି, ଯୀଶୁ ଏକାକୀ ନିକଟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳକୁ ଚାଲିଗଲେ।


ଏସବୁ କହିବାର ପ୍ରାୟ ଏକ ସପ୍ତାହ ପରେ ଯୀଶୁ ପିତର, ଯୋହନ ଓ ଯାକୁବଙ୍କୁ ସଙ୍ଗରେ ନେଇ ପ୍ରାର୍ଥନା କରିବାକୁ ଏକ ପାହାଡ଼ ଉପରକୁ ଗଲେ।


ସେଠାରୁ ବାହାରି ଯୀଶୁ ହ୍ରଦ କୂଳେ କୂଳେ ଯାଇ ଗୋଟିଏ ପାହାଡ଼ ଉପରେ ବସିଲେ।


ସେ ନିଜେ ପଛରେ ରହିଯାଇ ଲୋକମାନଙ୍କୁ ବିଦାୟ ଦେଲେ ଏବଂ ଏକାକୀ ପ୍ରାର୍ଥନା କରିବାକୁ ଗୋଟିଏ ପାହାଡ଼ ଉପରକୁ ଗଲେ।


ଯୀଶୁ ଲୋକ ଗହଳି ଦେଖି ଗୋଟିଏ ପାହାଡ଼ ଉପରେ ଯାଇ ବସିଲେ।


ତା’ପରେ ଯୀଶୁ ପାହାଡ଼ ଉପରକୁ ଯାଇ ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡ଼ାକିଲେ।


Swiv nou:

Piblisite


Piblisite