Biblia Todo Logo
Bib sou entènèt

- Piblisite -




ଯୋହନ 4:52 - ପବିତ୍ର ବାଇବଲ (CL) NT (BSI)

52 ଠିକ୍ କେତେବେଳେ ପିଲାଟି ସୁସ୍ଥ ହୋଇଥିଲା, ସେ ପଚାରିବାରୁ ଚାକରମାନେ ଉତ୍ତର ଦେଲେ, “ଗତକାଲି ଅପରାହ୍ନ ଗୋଟାଏ ବେଳେ ତା’ର ଜ୍ୱର ଛାଡ଼ିଗଲା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

52 ତେଣୁ କେଉଁ ଦଣ୍ତରେ ତାହାର ଉପଶମ ହେଲା, ତାହା ସେ ସେମାନଙ୍କୁ ପଚାରିଲେ। ସେଥିରେ ସେମାନେ ତାଙ୍କୁ କହିଲେ, କାଲି ସାତଟାବେଳେ ତାହାକୁ ଜ୍ଵର ଛାଡ଼ିଗଲା।

Gade chapit la Kopi

ଓଡିଆ ବାଇବେଲ

52 ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ । ସେଥିରେ ସେମାନେ ତାଙ୍କୁ କହିଲେ, କାଲି ସାତଟାବେଳେ ତାହାକୁ ଜ୍ୱର ଛାଡ଼ିଗଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

52 ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ। ସେଥିରେ ସେମାନେ ତାହାଙ୍କୁ କହିଲେ, କାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତାହାକୁ ଜ୍ୱର ଛାଡ଼ିଗଲା।

Gade chapit la Kopi

ପବିତ୍ର ବାଇବଲ

52 “ପିଲାର ଅବସ୍ଥା କେଉଁ ସମୟଠାରୁ ଭଲ ଆଡ଼କୁ ଗତି କଲା?” ସେ ପଗ୍ଭରିଲେ। ଗ୍ଭକରମାନେ କହିଲେ, “ଗତକାଲି ପ୍ରାୟ ଗୋଟାଏ ବେଳୁ ତା'ର ଜ୍ୱର ଛାଡ଼ିଗଲା।”

Gade chapit la Kopi




ଯୋହନ 4:52
4 Referans Kwoze  

ଏବଂ ଘରକୁ ଫେରିଯିବା ବେଳେ, ଚାକରମାନେ ଆସି ଖବର ଦେଲେ ଯେ ତାଙ୍କ ପୁତ୍ର ସୁସ୍ଥ ହୋଇଯାଇଛି।


କର୍ମଚାରୀଙ୍କ ମନେ ପଡ଼ିଲା, ଠିକ୍ ସେତିକିବେଳେ ଯୀଶୁ କହିଥିଲେ “ତୁମର ପୁତ୍ର ବଞ୍ଚିବ।” ଏ ଘଟଣା ପରେ ସେ ଓ ତାଙ୍କ ପରିବାରର ସମସ୍ତେ ଯୀଶୁଙ୍କୁ ବିଶ୍ୱାସ କଲେ।


ଯୀଶୁ ସେନାପତିଙ୍କୁ କହିଲେ, “ଘରକୁ ଯାଅ। ତୁମେ ଯାହା ବିଶ୍ୱାସ କରୁଛ, ତାହାହିଁ ଘଟିବ।” ଠିକ୍ ସେହି ସମୟରେ ସେନାପତିଙଙ୍କର କର୍ମଚାରୀଟି ସୁସ୍ଥ ହେଇଗଲା।


ବାଳକ ବାଳକ ଭିତରେ ଥିବା ଭୂତକୁ ଯୀଶୁ ଧମକ ଦେଲ। ଭୂତ ତା’କୁ ଛାଡ଼ି ଚାଲିଗଲା ଏବଂ ସେହି ମୁହୂର୍ତ୍ତରେ ବାଳକଟି ସୁସ୍ଥ ହୋଇଗଲା।


Swiv nou:

Piblisite


Piblisite