Biblia Todo Logo
Bib sou entènèt

- Piblisite -




ଯୋହନ 20:5 - ପବିତ୍ର ବାଇବଲ (CL) NT (BSI)

5 ସେ ନଇଁପଡ଼ି ଦେଖିଲେ, ଯେଉଁ ଚାଦରରେ ଯୀଶୁଙ୍କ ଶରୀର ଗୁଡ଼ା ହୋଇଥିଲା, ତାହା ସେଇଠି ପଡ଼ିରହିଛି, କିନ୍ତୁ ସେ ସମାଧି ଭିତରକୁ ଗଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ଲୁଗାସବୁ ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

5 ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ଲୁଗାସବୁ ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ସୂକ୍ଷ୍ମ ବସ୍ତ୍ର ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

5 ସେ ନଇଁପଡ଼ି ଭିତରକୁ ଗ୍ଭହିଁ ପତଳା ଆଚ୍ଛାଦନ ବସ୍ତ୍ର ସେଠାରେ ପଡ଼ିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।

Gade chapit la Kopi




ଯୋହନ 20:5
5 Referans Kwoze  

ଶବକୁ ସମାଧି ଦେବା ପୂର୍ବରୁ ପ୍ରସ୍ତୁତ କରିବା ପାଇଁ ଇହୁଦୀମାନଙ୍କ ପ୍ରଥାନୁଯାୟୀ ଯୋସେଫ ଓ ନିକଦୀମ ଯୀଶୁଙ୍କ ଶରୀର ଉପରେ ସୁଗନ୍ଧି ଦ୍ରବ୍ୟ ମାଖି ତାଙ୍କୁ ଚାଦରରେ ଗୁଡ଼ାଇ ଦେଲେ।


ବାହାରେ ମରିୟମ ଠିଆ ହୋଇ କାନ୍ଦିବାକୁ ଲାଗିଲେ। କାନ୍ଦି କାନ୍ଦି ସମାଧି ଭିତରକୁ ନଇଁ ପଡ଼ି ଦେଖିଲେ,


ସଙ୍ଗେ ସଙ୍ଗେ ଲାଜାର ଉଠି ଆସିଲା। ତା’ର ଗୋଡ଼ ହାତ କବର ଲୁଗାରେ ଗୁଡ଼ା ହୋଇଥିଲା ଓ ମୁହଁ ମଧ୍ୟ ଲୁଗାରେ ଘୋଡ଼ାଇ ଦିଆଯାଇଥିଲା। ଯୀଶୁ କହିଲେ, “ତାକୁ ଖୋଲି ଦେଇ ଯିବାକୁ ଦିଅ।”


ଅନ୍ୟ ଶିଷ୍ୟଟି ପିତରଙ୍କଠାରୁ ଅଧିକ ଦ୍ରୂତଗତିରେ ଯାଇ ସମାଧି ପାଖରେ ପ୍ରଥମେ ପହଞ୍ଚିଲେ।


ତାଙ୍କ ପଛେ ପଛେ ଶିମୋନ ପିତର ଆସି ସିଧା କବର ଭିତରେ ପଶିଗଲେ। ସେ ଦେଖିଲେ, ଯୀଶୁଙ୍କ ଶରୀରରେ ଗୁଡ଼ା ହୋଇଥିବା ଲୁଗା ସେହିପରି ଗୋଟିଏ ପାଖରେ ପଡ଼ିଛି


Swiv nou:

Piblisite


Piblisite