Biblia Todo Logo
Bib sou entènèt

- Piblisite -




ଯୋହନ 20:3 - ପବିତ୍ର ବାଇବଲ (CL) NT (BSI)

3 ଏହା ଶୁଣି ପିତର ଓ ସେହି ଶିଷ୍ୟ ଦୁହେଁ ସମାଧି ଆଡ଼କୁ ଦୌଡ଼ିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ।

Gade chapit la Kopi

ଓଡିଆ ବାଇବେଲ

3 ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ।

Gade chapit la Kopi

ପବିତ୍ର ବାଇବଲ

3 ତେଣୁ ପିତର ଓ ଅନ୍ୟ ଶିଷ୍ୟ କବର ନିକଟକୁ ଯିବାକୁ ବାହାରିଲେ।

Gade chapit la Kopi




ଯୋହନ 20:3
2 Referans Kwoze  

କିନ୍ତୁ ପିତର ଉଠିପଡ଼ି ସମାଧି ନିକଟକୁ ଦୌଡ଼ିଲେ। ସେ ନଇଁପଡ଼ି ଦେଖିଲେ ଯେ ଗୁଡ଼ା ହୋଇଥିବା ପତଳା ଚାଦର ଛଡ଼ା ଆଉ କିଛି ନାହିଁ। ସେ ସେହି ଘଟଣାରେ ଆଚମ୍ବିତ ହୋଇ ଘରକୁ ଫେରିଗଲେ।


ଅନ୍ୟ ଶିଷ୍ୟଟି ପିତରଙ୍କଠାରୁ ଅଧିକ ଦ୍ରୂତଗତିରେ ଯାଇ ସମାଧି ପାଖରେ ପ୍ରଥମେ ପହଞ୍ଚିଲେ।


Swiv nou:

Piblisite


Piblisite