Biblia Todo Logo
Bib sou entènèt

- Piblisite -




ଯୋହନ 16:9 - ପବିତ୍ର ବାଇବଲ (CL) NT (BSI)

9 ସେ ଦର୍ଶାଇ ଦେବେ ଯେ, ମୋ’ଠାରେ ବିଶ୍ୱାସ ନ କରିବା ହିଁ ପାପ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପାପ ବିଷୟରେ - କାରଣ ସେମାନେ ମୋʼଠାରେ ବିଶ୍ଵାସ କରନ୍ତି ନାହିଁ;

Gade chapit la Kopi

ଓଡିଆ ବାଇବେଲ

9 ପାପ ବିଷୟରେ - କାରଣ ସେମାନେ ମୋ'ଠାରେ ବିଶ୍ୱାସ କରନ୍ତି ନାହିଁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପାପ ବିଷୟରେ, କାରଣ ସେମାନେ ମୋʼ ଠାରେ ବିଶ୍ୱାସ କରନ୍ତି ନାହିଁ;

Gade chapit la Kopi

ପବିତ୍ର ବାଇବଲ

9 ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋ'ଠାରେ ବିଶ୍ୱାସ କରନ୍ତି ନାହିଁ।

Gade chapit la Kopi




ଯୋହନ 16:9
18 Referans Kwoze  

ହେ ବିଶ୍ୱାସୀ ଭାଇମାନେ, ସାବଧାନ, ତୁମ୍ଭମାନଙ୍କ ମଧ୍ୟରୁ କାହାରି ହୃଦୟ ଯେପରି ପାପ ଓ ଅବିଶ୍ୱାସରେ ପୂର୍ଣ୍ଣ ହୋଇ ଜୀବନ୍ତ ଈଶ୍ୱରଙ୍କ ପ୍ରତି ବିମୁଖ ନ ହୁଏ।


ଯେ କେହି ଏଥିରେ ବିଶ୍ୱାସ କରି ଜଳଦୀକ୍ଷା ଗ୍ରହଣ କରିବ, ସେ ପରିତ୍ରାଣ ପାଇବ। ଯେ ବିଶ୍ୱାସ କରିବ ନାହିଁ, ସେ ଦୋଷୀ ସାବ୍ୟସ୍ତ ହେବ।


ଦିନେ ବ୍ୟବସ୍ଥା ନ ଜାଣି ମୁଁ ଜୀବିତ ଥିଲି; ବ୍ୟବସ୍ଥା ଜାଣିବା ପରେ ପାପ ପ୍ରବେଶ କଲା


ସେ ଆସି ପାପ, ଧାର୍ମିକତା ଓ ଈଶ୍ୱରଙ୍କ ନ୍ୟାୟ ବିଚାର ସମ୍ପର୍କରେ ଏ ଜଗତର ଲୋକଙ୍କୁ ପ୍ରକୃତ ଧାରଣା ଦେବେ।


Swiv nou:

Piblisite


Piblisite