Biblia Todo Logo
Bib sou entènèt

- Piblisite -




ଯୋହନ 13:12 - ପବିତ୍ର ବାଇବଲ (CL) NT (BSI)

12 ଶିଷ୍ୟମାନଙ୍କ ପାଦ ଧୋଇସାରି ଯୀଶୁ ଉତ୍ତରୀୟ ପିନ୍ଧି ନିଜ ଆସନକୁ ଫେରିଗଲେ। ସେ ପଚାରିଲେ, “ମୁଁ ତୁମ୍ଭମାନଙ୍କର କ’ଣ କରିଛି, ବୁଝି ପାରିଲ କି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ?

Gade chapit la Kopi

ଓଡିଆ ବାଇବେଲ

12 ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପ୍ରତି କ'ଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ?

Gade chapit la Kopi

ପବିତ୍ର ବାଇବଲ

12 ଯୀଶୁ ଶିଷ୍ୟମାନଙ୍କ ପାଦ ଧୋଇ ସାରିଲେ। ତା'ପରେ ସେ ଲୁଗାପଟା ପିନ୍ଧି ମେଜ ପାଖରେ ପୁଣି ବସିଲେ, ଯୀଶୁ ପଗ୍ଭରିଲେ, “ମୁଁ ତୁମ ପାଇଁ କ'ଣ କଲି, ତୁମ୍ଭେ ତାହା ବୁଝିପାରିଲ କି?

Gade chapit la Kopi




ଯୋହନ 13:12
7 Referans Kwoze  

ଯୀଶୁ କହିଲେ, “ମୁଁ କ’ଣ କରୁଛି, ବର୍ତ୍ତମାନ ତୁମେ ବୁଝିପାରିବ ନାହିଁ, ପରେ ବୁଝିବ।”


ତେଣୁ ଯୀଶୁ ଆସନରୁ ଉଠିଯାଇ ତାଙ୍କ ଉତ୍ତରୀୟ ବାହାର କରିଦେଲେ ଓ ଅଣ୍ଟାରେ ଗୋଟିଏ ଗାମୁଛା ବାନ୍ଧିଲେ।


ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “ଏସବୁ ବିଷୟ ବୁଝି ପାରୁଛି?” ସେମାନେ ଉତ୍ତର ଦେଲେ, “ହଁ ପ୍ରଭୁ।”


ଯୀଶୁ ସେମାନଙ୍କୁ ପଚାରିଲେ, “ଏହି ଦୃଷ୍ଟାନ୍ତର ଅର୍ଥ କ’ଣ ବୁଝି ପାରୁ ନାହଁ? ତେବେ ଅନ୍ୟ ଦୃଷ୍ଟାନ୍ତ ସବୁକୁ ବୁଝିବ କିପରି?


କିଏ ଶ୍ରେଷ୍ଠ? ଯେ ଭୋଜନ କରେ ନା ଯେ ପରିବେଷଣ କରେ? ଅବଶ୍ୟ ଯେ ଭୋଜନ କରେ। କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ପରିବେଷକ ତୁଲ୍ୟ ରହିଛି।


Swiv nou:

Piblisite


Piblisite