Biblia Todo Logo
Bib sou entènèt

- Piblisite -




ଯୋହନ 1:23 - ପବିତ୍ର ବାଇବଲ (CL) NT (BSI)

23 ଯୋହନ ଭାବବାଦୀ ଯିଶାଇୟଙ୍କ ଉକ୍ତ ଉଦ୍ଧାର କରି କହିଲେ, “ମରୁ ପ୍ରାନ୍ତରରେ ଚିକ୍ରାର କରୁଥିବା ମୁଁ ଗୋଟିଏ କଣ୍ଠ ସ୍ୱର। ମୁଁ କହେ, ‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର’।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ସେ କହିଲେ, ଯିଶାଇୟ ଭାବବାଦୀ ଯେପରି କହିଥିଲେ, ମୁଁ ସେହି ପ୍ରକାର ପ୍ରାନ୍ତରରେ ଉଚ୍ଚ ଶଦ୍ଦ କରୁଥିବା ଜଣକର ସ୍ଵର, ପ୍ରଭୁଙ୍କ ପଥ ସଳଖ କର।

Gade chapit la Kopi

ଓଡିଆ ବାଇବେଲ

23 ସେ କହିଲେ, ଯିଶାଇୟ ଭାବବାଦୀ ଯେପରି କହିଥିଲେ, ମୁଁ ସେହି ପ୍ରକାର ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ସେ କହିଲେ, “ଯିଶାଇୟ ଭାବବାଦୀ ଯେପରି କହିଥିଲେ, ‘ମୁଁ ସେହି ପ୍ରକାର ମରୁପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର।’”

Gade chapit la Kopi

ପବିତ୍ର ବାଇବଲ

23 ଯୋହନ ସେମାନଙ୍କୁ ଭବିଷ୍ୟ‌‌‌ଦ୍‌‌‌ବକ୍ତା ଯିଶାଇୟଙ୍କ ବାକ୍ୟକୁ ବ୍ୟବହାର କରି କହିଲେ: “ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର: ‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’”

Gade chapit la Kopi




ଯୋହନ 1:23
9 Referans Kwoze  

“ମରୁ ପ୍ରାନ୍ତରରେ ଜଣେ କେହି ଉଚ୍ଚସ୍ୱରରେ କହୁଛନ୍ତି, ‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର; ତାଙ୍କର ଯାତ୍ରା ନିମନ୍ତେ ପଥ ସରଳ କର’।”


ଭାବବାଦୀ ଯିଶାୟ ଯେଉଁ ବ୍ୟକ୍ତିଙ୍କ ସମ୍ପର୍କରେ କହିଥିଲେ, ଯୋହନହିଁ ସେହି ବ୍ୟକ୍ତି: “ମରୁ ପ୍ରାନ୍ତରରେ କେହି ଜଣେ ଚିକ୍ରାର କରି କହୁଛନ୍ତି, ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର; ତାଙ୍କ ଆସିବା ପାଇଁ ଏକ ସରଳ ରାସ୍ତା ନିର୍ମାଣ କର।”


ମୁଁ କହିଥିଲି, ‘ମୁଁ ମସୀହ ନୁହେଁ। ମୁଁ କେବଳ ତାଙ୍କର ଅଗ୍ରଦୂତ ସ୍ୱରୂପେ ପ୍ରେରିତ ହୋଇଛି।’


ଯୋହନ ଏକଥା ମଧ୍ୟ ଅସ୍ୱୀକାର କରିଦେଲେ। ଏଥର ସେମାନେ ପୁଣି ପଚାରିଲେ, “ଆପଣ କିଏ କୁହନ୍ତୁ। କାରଣ ଆମେ ଫେରିଯାଇ ଆମକୁ ଯେଉଁମାନେ ପଠାଇଛନ୍ତି, ସେମାନଙ୍କୁ ଏ କଥାର ଉତ୍ତର ଦେବାକୁ ପଡ଼ିବ। ଆପଣ ନିଜର କି ପରିଚୟ ଦେଉଛନ୍ତି?”


ଫାରୁଶୀମାନଙ୍କ ଦ୍ୱାରା ପ୍ରେରିତ କେତେକ ବ୍ୟକ୍ତି ଯୋହନଙ୍କୁ ପଚାରିଲେ,


Swiv nou:

Piblisite


Piblisite