Biblia Todo Logo
Bib sou entènèt

- Piblisite -




ଯୋହନ 1:2 - ପବିତ୍ର ବାଇବଲ (CL) NT (BSI)

2 ସୃଷ୍ଟିର ପ୍ରାରମ୍ଭରୁ ସେହି ବାକ୍ୟ ହିଁ ଈଶ୍ୱରଙ୍କ ସଙ୍ଗରେ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେ ଆଦ୍ୟରେ ଈଶ୍ଵରଙ୍କ ସହିତ ଥିଲେ।

Gade chapit la Kopi

ଓଡିଆ ବାଇବେଲ

2 ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେ ଆଦ୍ୟରେ ଈଶ୍ବରଙ୍କ ସହିତ ଥିଲେ।

Gade chapit la Kopi

ପବିତ୍ର ବାଇବଲ

2 ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ।

Gade chapit la Kopi




ଯୋହନ 1:2
5 Referans Kwoze  

ସକଳ ସୃଷ୍ଟିର ପୂର୍ବେ ବାକ୍ୟ ଥିଲେ। ଈଶ୍ୱରଙ୍କ ସଙ୍ଗରେ ସେ ଅବସ୍ଥାନ କରୁଥିଲେ। ସେ ଓ ଈଶ୍ୱର ଏକ ଥିଲେ।


ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ। ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇ ନାହିଁ।


Swiv nou:

Piblisite


Piblisite