Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 5:1 - ପବିତ୍ର ବାଇବଲ (CL) NT (BSI)

1 ହେ ଧନୀ ଲୋକେ, ମୋ’ କଥା ଶୁଣ। ତୁମର ଯେଉଁ ଦୁର୍ଦ୍ଦଶା ହେବାକୁ ଯାଉଛି, ସେଥିପାଇଁ କ୍ରନ୍ଦନ ଓ ବିଳାପ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର।

Gade chapit la Kopi

ଓଡିଆ ବାଇବେଲ

1 ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର।

Gade chapit la Kopi

ପବିତ୍ର ବାଇବଲ

1 ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି।

Gade chapit la Kopi




ଯାକୁବଙ୍କ ପତ୍ର 5:1
36 Referans Kwoze  

ସୁର୍ଯ୍ୟର ପ୍ରଖର ତାପରେ ଘାସ ଶୁଖିଯାଏ, ତା’ର ଫୂଲ ଝଡ଼ି ପଡ଼େ ଓ ସୌଦର୍ଯ୍ୟ ନଷଟ ହୁଏ। ସେହିପରି, ଧନୀ ମଧ୍ୟ ତା’ର ସକଳ କାର୍ଯ୍ୟବ୍ୟସ୍ତତା ଭିତରେ ଦିନେ ଝାଉଁଳି ପଡ଼ିବ।


ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଅହଂକାର କରି କହିଥାଅ, “ଆମେ ଆଜି କି କାଲି ଅମୁକ ନିଗରକୁ ଯିବା, ସେଠାରେ ଏକ ବର୍ଷ ରହିବା ସ ବାଣିଜ୍ୟ ବ୍ୟବସାୟ କରି ପ୍ରଚୁର ଅର୍ଥ ଉପାଜର୍ଜ୍ଜନ କରିବା” ,


ଅଥଚ, ତୁମେ ଦରିଦ୍ରମାନଙ୍କୁ ଅସମ୍ମାନ କରୁଛ! ଯେଉଁମାନେ ତୁମ ପ୍ରତି ଅତ୍ୟାଚାର କରନ୍ତି ଓ ଅଦାଇତକୁ ଟାଣି ନଅନ୍ତି, ସେମାନେ କିଏ? ସେମାନେ ତ ସେହି ଧନିକ ଶ୍ରେଣୀ।


ତୁମ୍ଭମାନଭ୍କ ହର୍ଷ ବିଷାଦରେ ପରିଣତ ହେଉ; ତୁମ୍ଭମାନଙ୍କ ଆନନ୍ଦ ନିରାନ୍ଦରେ ପରିଣତ ହେଉ।


Swiv nou:

Piblisite


Piblisite