Biblia Todo Logo
Bib sou entènèt

- Piblisite -




ଏବ୍ରୀ 9:3 - ପବିତ୍ର ବାଇବଲ (CL) NT (BSI)

3 ପର୍ଦ୍ଧୀ। ପଛରେ ଯେଉଁ ଦ୍ୱିତୀୟ ପ୍ରକୋଷ୍ଠ ଥିଲା, ତାହାକୁ ‘ମହାପବିତ୍ର ସ୍ଥାନ’- କୁହାଯାଉଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପୁଣି, ଦ୍ଵିତୀୟ ଯବନିକାର ପଶ୍ଚାତରେ ତମ୍ଵୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି;

Gade chapit la Kopi

ଓଡିଆ ବାଇବେଲ

3 ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି;

Gade chapit la Kopi

ପବିତ୍ର ବାଇବଲ

3 ଦ୍ୱିତୀୟ ପରଦା ପଛ ପଟରେ ଯେଉଁ ବଖରାଟି ଥିଲା ତାହାକୁ ‘ମହାପବିତ୍ର ସ୍ଥାନ’ କୁହାଯାଉଥିଲା।

Gade chapit la Kopi




ଏବ୍ରୀ 9:3
15 Referans Kwoze  

ସେହି ସମୟରେ ମନ୍ଦିରରେ ଝୁଲୁଥିବା ପର୍ଦ୍ଦା ଉପରୁ ତଳ ଯାଏ ଦୁଇ ଖଣ୍ଡ ହୋଇ ଚିରିଗଲା। ଭୂମିକମ୍ପ ହେଲା, ପାହାଡ଼ଗୁଡ଼ିକ ଫାଟିଗଲା।


ଏହି ସମସ୍ତ ବିଷୟରୁ ପବିତ୍ରଆତ୍ମା ଏ କଥା ସ୍ପଷ୍ଟଭାବେ ଶିକ୍ଷା ଦେଇଛନ୍ତି ଯେ, ପ୍ରଥମ ପ୍ରକୋଷ୍ଠ ଥିବା ଯାଏ, ମହାପବିତ୍ର ସ୍ଥାନକୁ ଯିବାର ପଥ ଉନ୍ମୁକ୍ତ ହୋଇ ନାହିଁ।


ଏହି ଭରସା ଆମ୍ଭମାନଙ୍କ ଜୀବନର ଲଙ୍ଗର ସ୍ୱରୂପ। ଏହା ନିର୍ଭରଯୋଗ୍ୟ ଓ ନିରାପଦ ଏବଂ ସ୍ୱଗୀୟ ମନ୍ଦିରର ପର୍ଦ୍ଦ। ଭେଦ କରି ମହାବବିତ୍ର ସ୍ଥାନରେ ପହଞ୍ଚି ପାରିଛି।


କିନ୍ତୁ ଦ୍ୱିତୀୟ ପ୍ରକୋଷ୍ଠ ଭିତରକୁ କେବଳ ମହାଯାଜକଙ୍କ ଯିବାର ଅଧିକାର ଅଛି, ସେ ସେଠାକୁ ବର୍ଷକୁ ଥରେ ମାତ୍ର ଯାଆନ୍ତି। ସେ ନିଜ ପାଇଁ ଏବଂ ଲୋକମାନେ ଅଜ୍ଞାନତାବଶତଃ କରିଥିବା ପାପ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ସଙ୍ଗରେ ରକ୍ତ ନେଇ ଯାଇ ଥାଆନ୍ତି।


Swiv nou:

Piblisite


Piblisite