Biblia Todo Logo
Bib sou entènèt

- Piblisite -




ଏବ୍ରୀ 7:10 - ପବିତ୍ର ବାଇବଲ (CL) NT (BSI)

10 ଲେବୀ ଦେତେବେଳେ ଜନ୍ମ ଗ୍ରହଣ କରି ନ ଥଲେସତ, କିନ୍ତୁ ଅବ୍ରାହାମ ଛଙ୍କୁ ସାକ୍ଷାତ କଲାବେଳେ ପିତୃପୁରୁଷ ଅବ୍ରାହାମଙ୍କର ବଂଶକ ଭାବରେ ଲେବୀ ତାଙ୍କ ଶରୀରରେ ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବା ନହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ତାହାଙ୍କ ପିତାଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ସେ ତାହାଙ୍କ କଟୀରେ ଥିଲେ।

Gade chapit la Kopi

ଓଡିଆ ବାଇବେଲ

10 କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଜନ୍ମ ହୋଇ ନ ଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଜନ୍ମ ହୋଇ ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ

10 ଲେବୀ ସେ ପର୍ଯ୍ୟନ୍ତ ଜନ୍ମ ନ ହୋଇଥିଲେ ସୁଦ୍ଧା ଅବ୍ରହାମ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କୁ ଭେଟିବା ସମୟରେ ଲେବୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀରରେ ଥିଲେ।

Gade chapit la Kopi




ଏବ୍ରୀ 7:10
7 Referans Kwoze  

ଲେବୀଙ୍କର ଯେଉଁ ବଂଶଧରମାନେ ଯାଜକ କାର୍ଯ୍ୟକରନ୍ତି, ସେମାନେ ବ୍ୟବସ୍ଥାନ ନିର୍ଦ୍ଦେଶାନୁଯାୟୀ ଇଶ୍ରାଏଲୀୟମାନଙ୍କଠାରୁ ଦଶମାଂଶ ଦାନ ଗ୍ରହଣ କରନ୍ତି। ଇଶ୍ରାଏୀୟମାନେ ଅବ୍ରାହାମଙ୍କ ବଂଶଧର ଓ ଲେବୀମାନଙ୍କର ସ୍ୱଜାତି ହେଲେ ମଧ୍ୟ ସେମାନଙ୍କଠାରୁ ଏହି ଶୁଳ୍କ ଆଦାୟ କରାଯାଉଥିଲା।


ଅନ୍ୟତ୍ର ସେ ଏହା ମଧ୍ୟ କହିଛନ୍ତି, “ତୁମେ ଯାଜକ ପଦରେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ସଦୃଶ ଚିରକାଳ ପାଇଁ ଯାଜକ ରହିବ।”


ଅତଏବ ଅବ୍ରାହାମ ମଲ୍କିସେଦକଙ୍କୁ ଦଶମାଂଶ ଦାନ ଦେଲାବେଳେ, ଯେଉଁ ଲେବୀଙ୍କର ବଂଶଧର ଯାଜକମାନେ ବର୍ତ୍ତମାନ ଦଶମାଂଶ ଦାନ ଗ୍ରହଣ କରୁଛନ୍ତି, ସେହି ଲେବୀ ମଧ୍ର ମଲ୍କିସେଦକଙ୍କୁ ଉକ୍ତ ଦାନ ଦେଇଥିଲେ ବୋଲି କୁହାଯାଇପାରେ।


ଏହି ଲେବୀୟମାନଙ୍କର ଯାଜକତ୍ୱକୁ ଭିତ୍ତି କରି ଇଶ୍ରାଏଲ ଜାତିକୁ ତାହାର ବ୍ୟବସ୍ଥା ପ୍ରଦତ୍ତ ହୋଇଥଲା। ଲେବୀୟମାନଙ୍କ କାର୍ଯ୍ୟ ଯଦି ଚୁଢ଼ାନ୍ତ ହୋଇଥାଆନ୍ତି, ତେବେ ହାରୋଣଙ୍କ ଉତ୍ତରାଧିକାରୀ ଏହି ଲେବୀ ଯାଜକମାନଙ୍କୁ ବାଦ୍ ଦିଆଯାଇ, ମଲ୍କିସେଦକଙ୍କ ଉତ୍ତରାଧିକାରୀ ରୂପେ ଅନ୍ୟ ଏକ ଯାଜକ ଗୋଷ୍ଠୀର ଆବଶ୍ୟକତା ନ ଥିଲା।


Swiv nou:

Piblisite


Piblisite