Biblia Todo Logo
Bib sou entènèt

- Piblisite -




ଏବ୍ରୀ 5:6 - ପବିତ୍ର ବାଇବଲ (CL) NT (BSI)

6 ଅନ୍ୟତ୍ର ସେ ଏହା ମଧ୍ୟ କହିଛନ୍ତି, “ତୁମେ ଯାଜକ ପଦରେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ସଦୃଶ ଚିରକାଳ ପାଇଁ ଯାଜକ ରହିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।”

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, "ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ ।''

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।”

Gade chapit la Kopi

ପବିତ୍ର ବାଇବଲ

6 ଅନ୍ୟ ଗୋଟିଏ ସ୍ଥାନରେ ପରମେଶ୍ୱର କୁହନ୍ତି: “ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ପରି ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।”

Gade chapit la Kopi




ଏବ୍ରୀ 5:6
10 Referans Kwoze  

କାରଣ ଧର୍ମଶାସ୍ତ୍ରରେ ଲିଖିତ ଅଛି, “ତୁମେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ସ୍ୱରୂପ ଅନନ୍ତକାଳୀନ ଯାଜକ ହେବ।”


କିନ୍ତୁ ଖ୍ରୀଷ୍ଟ ଯାଜକ ହେବା ସମୟରେ ଈଶ୍ୱର ଶପଥ କରି ତାଙ୍କୁ କହିଥିଲେ, “ପ୍ରଭୁ ଏକ ଶପଥ କରିଛନ୍ତି ସେ ତାଙ୍କର ସଂକଳ୍ପ ପରିବର୍ତ୍ତନ କରିବେ ନାହିଁ: ‘ତୁମେ ଅନନ୍ତକାଳୀନ ଯାଜକ ହେବ’।”


ମଲ୍‌କି-ସେଦକଙ୍କ ପିତାମାତା ବା ପୂର୍ବପୁରୁଷଙ୍କର କିମ୍ବା ତାଙ୍କ ଜନ୍ମ ଓ ମୃତ୍ୟ ସମ୍ବନ୍ଧରେ କୌଣସି ବିବରଣୀ ନାହିଁ। ସେ ଈଶ୍ୱରଙ୍କ ପୁତ୍ର ସଦୃଶ; ତାଙ୍କର ଯାଜକତ୍ୱ ଚିରନ୍ତନ।


ପୁଣି ସେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ସ୍ୱରୂପ ମହାଯାଗକ ହେଲେ ବୋଲି ଈଶ୍ୱର ଘୋଷଣା କଲେ।


ଆମ୍ଭମାନଙ୍କର ପ୍ରତିନିଧି ସ୍ୱରୂପ ଯୀଶୁ ପୂର୍ବରୁ ସେଠାକୁ ଗଲେଣି। ସେ ମଲ୍କିସେଦକଙ୍କ ଉତ୍ତରାଧିକାରୀ ରୂପେ ଚିରକାଳ ପାଇଁ ମହାଯାଗକ ହୋଇଛନ୍ତି।


ଏତିରୁ ସ୍ପଷ୍ଟ ବୁଝାଯାଉଛି ଯେ, ଛଙ୍କ ସଦୃଶ ଅନ୍ୟ ଜଣେ ଯାଜକଙ୍କ ଆବିର୍ଭାବ ହେଲା।


ଏକ ଦଶମାଂଶ ଦାନ ଗ୍ରହଣକାରୀ ଯାଜକମାନେ ମରଣଶୀଳ ମନୁଷ୍ୟମାତ୍ର, କିନ୍ତୁ ଶାସ୍ତ୍ର ବାକ୍ୟ ଅନୁଯାୟୀ ଏକ ଦଶମାଂଶ ଦାନ ଗ୍ରହଣକାରୀ ମଲ୍କିସେଦକ ଅମର।


ଏହି ଲେବୀୟମାନଙ୍କର ଯାଜକତ୍ୱକୁ ଭିତ୍ତି କରି ଇଶ୍ରାଏଲ ଜାତିକୁ ତାହାର ବ୍ୟବସ୍ଥା ପ୍ରଦତ୍ତ ହୋଇଥଲା। ଲେବୀୟମାନଙ୍କ କାର୍ଯ୍ୟ ଯଦି ଚୁଢ଼ାନ୍ତ ହୋଇଥାଆନ୍ତି, ତେବେ ହାରୋଣଙ୍କ ଉତ୍ତରାଧିକାରୀ ଏହି ଲେବୀ ଯାଜକମାନଙ୍କୁ ବାଦ୍ ଦିଆଯାଇ, ମଲ୍କିସେଦକଙ୍କ ଉତ୍ତରାଧିକାରୀ ରୂପେ ଅନ୍ୟ ଏକ ଯାଜକ ଗୋଷ୍ଠୀର ଆବଶ୍ୟକତା ନ ଥିଲା।


Swiv nou:

Piblisite


Piblisite