Biblia Todo Logo
Bib sou entènèt

- Piblisite -




ପ୍ରେରିତ 5:8 - ପବିତ୍ର ବାଇବଲ (CL) NT (BSI)

8 ତାକୁ ପିତର ପଚାରିଲେ, “ତୁମେ ଓ ତୁମର ସ୍ୱାମୀ ଯେଉଁ ସମ୍ପତ୍ତି ବିକ୍ରୟ କଲ, ଏହା କ’ଣ ତା’ର ସଂପୂର୍ଣ୍ଣ ମୂଲ୍ୟ?” ସେ କହିଲା, “ହଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ, ପିତର ତାହାକୁ ଉତ୍ତର ଦେଲେ, କୁହ ତ, ତୁମ୍ଭେମାନେ କʼଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ? ସେ କହିଲା, ହଁ, ସେତିକିରେ।

Gade chapit la Kopi

ଓଡିଆ ବାଇବେଲ

8 ଆଉ, ପିତର ତାହାକୁ ଉତ୍ତର ଦେଲେ, "କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ" ? ସେ କହିଲା, ହଁ, ସେତିକିରେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ, ପିତର ତାହାକୁ ଉତ୍ତର ଦେଲେ, କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ? ସେ କହିଲା, ହଁ, ସେତିକିରେ।

Gade chapit la Kopi

ପବିତ୍ର ବାଇବଲ

8 ପିତର ତାହାକୁ ପଗ୍ଭରିଲେ, “ମୋତେ କୁହ, ତୁମ୍ଭେ ତୁମ୍ଭ ଜମି ସେତିକି ଦା‌‌‌ମ୍‌‌‌ରେ ବିକ୍ରୀ କରିଛ କି?” ସେ ଉତ୍ତର ଦେଲା, “ହଁ, ସେହି ଦା‌‌‌ମ୍‌‌‌ରେ।”

Gade chapit la Kopi




ପ୍ରେରିତ 5:8
2 Referans Kwoze  

କିନ୍ତୁ ସ୍ତ୍ରୀର ସମ୍ପତ୍ତି ନେଇ ହନନୀୟ ବିକ୍ରୀଲବ୍ଧ ଧନର କିଛି ଅଂଶ ନିଜ ପାଇଁ ରଖି, ବଳକାତକ ପ୍ରେରିତ ଶିଷ୍ୟମାନଙ୍କୁ ଦେଲା।


ପ୍ରାୟ ତିନି ଘଣ୍ଟା ପରେ ହନନୀୟର ସ୍ତ୍ରୀ ଆସି ପହଞ୍ଚିଲା। ସେ ଏ ଘଟଣା ବିଷୟ ଜାଣି ନ ଥିଲା।


Swiv nou:

Piblisite


Piblisite