Biblia Todo Logo
Bib sou entènèt

- Piblisite -




ପ୍ରେରିତ 4:6 - ପବିତ୍ର ବାଇବଲ (CL) NT (BSI)

6 ସେମାନେ ହାନାନ, କୟାଫା, ଯୋହନ, ଆଲେକ୍ଜାଣ୍ଡର ଓ ପ୍ରଧାନ ଯାଜକ ପରିବାରର ଅନ୍ୟାନ୍ୟମାନଙ୍କୁ ଭେଟିଲେ ଓ ପ୍ରେରିତ

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍ଜାଣ୍ତର, ପୁଣି ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ।

Gade chapit la Kopi

ଓଡିଆ ବାଇବେଲ

6 ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍‌ଜାଣ୍ଡର, ପୁଣି, ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍‌ଜାଣ୍ଡର, ପୁଣି, ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ।

Gade chapit la Kopi

ପବିତ୍ର ବାଇବଲ

6 ସେଠାରେ ହାନାନ ମହାଯାଜକ, କୟାଫା, ଯୋହନ, ଆଲେ‌କ୍‌ଜାଣ୍ଡାର ଓ ମହାଯାଜକୀୟ ପରିବାରର ସମସ୍ତେ ମଧ୍ୟ ଉପସ୍ଥିତ ଥିଲେ।

Gade chapit la Kopi




ପ୍ରେରିତ 4:6
7 Referans Kwoze  

ହାନନ୍ ଓ କେୟଫା ପ୍ରଧାନ ଯାଜକ ଥିଲେ। ସେହି ସମୟରେ ମରୁ ଅଞ୍ଚଳରେ ଜିଖରିୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା।


ଏହା ପରେ ହାନାନ୍ ଯୀଶୁଙ୍କୁ ସେହିପରି ବନ୍ଧା ହୋଇଥିବା ଅବସ୍ଥାରେ ପ୍ରଧାନ ଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।


ଏହି ସମୟରେ ମୁଖ୍ୟ ପୁରୋହିତ ଓ ଅନ୍ୟାନ୍ୟ ଇହୁଦୀ ନେତାମାନେ ପ୍ରଧାନ ଯାଜକ କୟାଫାଙ୍କ ପ୍ରାସାଦରେ ଏକତ୍ରିତ ହୋଇ,


ସେମାନଙ୍କ ମଧ୍ୟରୁ ସେହି ବର୍ଷ ପାଇଁ ମନୋନୀତ ହୋଇଥିବା ପ୍ରଧାନ ଯାଜକ କୟାଫା କହିଲେ, “ତୁମେମାନେ କେଡ଼େ ନିର୍ବୋଧ!


ଶିଷ୍ୟମାନଙ୍କୁ ସେମାନଙ୍କ ସମ୍ମୁଖକୁ ଅଣାଇ ପ୍ରଶ୍ନ କଲେ, “ତୁମେ ଏହାସବୁ କିପରି କରୁଛ? କାହା ଶକ୍ତିରେ ବା କାହା ନାମରେ ଏହା କରୁଛ?”


ପ୍ରେରିତ ଶିଷ୍ୟମାନେ ତାଙ୍କ କଥା ମାନି ଉଷା କାଳରେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। ପ୍ରଧାନ ଯାଜକ ଓ ତାଙ୍କ ସହକର୍ମୀମାନେ ମହାସଭାର ଏକ ପୂର୍ଣ୍ଣ ବୈଠକ ପାଇଁ ସମସ୍ତ ଇହୁଦୀ ନେତାମାନଙ୍କୁ ଡକାଇ ଆଣିଲେ ଏବଂ ତା’ପରେ ପ୍ରେରିତ ଶିଷ୍ୟମାନଙ୍କୁ ସେହି ସଭାରେ ଉପସ୍ଥିତ କରାଇବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଲେ।


Swiv nou:

Piblisite


Piblisite