Biblia Todo Logo
Bib sou entènèt

- Piblisite -




ପ୍ରେରିତ 3:9 - ପବିତ୍ର ବାଇବଲ (CL) NT (BSI)

9 ସେଠାର ଲୋକମାନେ ତାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେଥିରେ ଲୋକସମସ୍ତେ ତାହାକୁ ଚାଲିବା ଓ ଈଶ୍ଵରଙ୍କ ପ୍ରଶଂସା କରିବା ଦେଖିଲେ,

Gade chapit la Kopi

ଓଡିଆ ବାଇବେଲ

9 ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ବରଙ୍କ ପ୍ରଶଂସା କରିବା ଦେଖିଲେ,

Gade chapit la Kopi

ପବିତ୍ର ବାଇବଲ

9 ସମସ୍ତେ ତାହାକୁ ଗ୍ଭଲିବାର ଓ ଈଶ୍ୱରଙ୍କର ପ୍ରଶଂସା କରିବାର ଦେଖିଲେ।

Gade chapit la Kopi




ପ୍ରେରିତ 3:9
5 Referans Kwoze  

କିନ୍ତୁ ମହାସଭା ସେମାନଙ୍କୁ ଆହୁରି ଦୃଢ଼ ଧମକ ଦେଇ ମୁକ୍ତ କରିଦେଲେ। ସେମାନଙ୍କୁ ଦଣ୍ଡ ଦେବା ଅସମ୍ଭବ ବୋଲି ସେମାନେ ଜାଣିପାରିଲେ, କାରଣ ସେହି ଅସାଧାରଣ ଘଟଣା ହେତୁ ଲୋକମାନେ ସମସ୍ତେ ଈଶ୍ୱରଙ୍କର ଧନ୍ୟବାଦ କରୁଥିଲେ।


ସେମାନେ କହିଲେ, “ଆମେ ଏମାନଙ୍କ ପ୍ରତି କ’ଣ କରିବା? ଏମାନେ କରିଥିବା ଏହି ଅଲୌକିକ କାର୍ଯ୍ୟ ବିଷୟରେ ଯିରୂଶାଲମର ସମସ୍ତେ ଜାଣିପାରିଛନ୍ତି। ଏହାର ସତ୍ୟତା ଆମେ ଆଉ ଅସ୍ୱୀକର କରିପାରିବା ନାହିଁ।


ଉପସ୍ଥିତ ଜନତା ପାଉଲଙ୍କ ଏହି କାର୍ଯ୍ୟ ଦେଖି ସେମାନଙ୍କ ଲୁକାଅନିଆ ଭାଷାରେ ଚିକ୍ରାର କରି କହିବାକୁ ଲାଗିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭମାନଙ୍କ ମଧ୍ୟକୁ ଆସିଛନ୍ତି।”


ଏହି କଥା ତାଙ୍କ ଶତ୍ରୁମାନଙ୍କୁ ଲଜ୍ଜିତ କଲା। ଅଥଚ ତାଙ୍କର ଆଶ୍ଚର୍ଯ୍ୟ କର୍ମ ହେତୁ ଲୋକମାନେ ଆନନ୍ଦ କଲେ।


Swiv nou:

Piblisite


Piblisite