Biblia Todo Logo
Bib sou entènèt

- Piblisite -




ପ୍ରେରିତ 21:6 - ପବିତ୍ର ବାଇବଲ (CL) NT (BSI)

6 ତା’ପରେ ଆମେ ସେମାନଙ୍କୁ ବିଦାୟ ଜଣାଇ, ଜାହାଜରେ ପ୍ରବେଶ କଲୁ, ସେମାନେ ଘରକୁ ଫେରିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ, ସମୁଦ୍ରକୂଳରେ ଜାନୁପାତ କରି ଆମ୍ଭେମାନେ ପ୍ରାର୍ଥନା କଲୁ, ପୁଣି ପରସ୍ପରଠାରୁ ବିଦାୟ ଘେନିଲୁ; ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଘରକୁ ବାହୁଡ଼ିଗଲେ।

Gade chapit la Kopi

ଓଡିଆ ବାଇବେଲ

6 ଆଉ ଆମ୍ଭେମାନେ ସମୁଦ୍ରକୂଳରେ ଆଣ୍ଠୁପାତି ପ୍ରାର୍ଥନା କଲୁ, ପୁଣି, ପରସ୍ପରଠାରୁ ବିଦାୟ ନେଲୁ; ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଘରକୁ ବାହୁଡ଼ିଗଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ ଆମ୍ଭେମାନେ ସମୁଦ୍ରକୂଳରେ ଆଣ୍ଠୁପାତି ପ୍ରାର୍ଥନା କଲୁ, ପୁଣି, ପରସ୍ପରଠାରୁ ବିଦାୟ ନେଲୁ; ପରେ ଆମ୍ଭେମାନେ ଜାହାଜରେ ଚଢ଼ିଲୁ, ଆଉ ସେମାନେ ଘରକୁ ବାହୁଡ଼ିଗଲେ।

Gade chapit la Kopi

ପବିତ୍ର ବାଇବଲ

6 ଆମ୍ଭେ ସମସ୍ତେ ପରସ୍ପରଠାରୁ ବିଦାୟ ନେଇ ଜାହାଜରେ ଚଢ଼ିଲୁ। ଶିଷ୍ୟମାନେ ନିଜ ନିଜ ଘରକୁ ଫେରିଗଲେ।

Gade chapit la Kopi




ପ୍ରେରିତ 21:6
6 Referans Kwoze  

ତା’ପରେ ଯୀଶୁ ସେହି ଶିଷ୍ୟକୁ କହିଲେ, “ଏ ତୁମର ମାଁ।” ସେହି ଦିନଠାରୁ ଉକ୍ତ ଶିଷ୍ୟ ଯୀଶୁଙ୍କ ମାଁଙ୍କୁ ନିଜ ଘରକୁ ନେଇଗଲେ।


କିନ୍ତୁ ଭାଇ ତୀତସଙ୍କୁ ସେଠାରେ ନ ଦେଖି ମୁଁ ବ୍ୟସ୍ତ ହୋଇ ପଡ଼ିଲି। ତେଣୁ ସେଠାରେ ଲୋକମାନଙ୍କଠାରୁ ବିଦାୟ ନେଇମୁଁ ମାସିଦୋନିଆକୁ ଚାଲିଗଲି।


ସମୟ ଆସୁଛି- ବର୍ତ୍ତମାନ ସେ ସମୟ ଆସିଗଲାଣି, ଯେତେବେଳେ ତୁମେ ସମସ୍ତେ ଛିନ୍ନଭିନ୍ନ ହୋଇଯିବ, ପ୍ରତ୍ୟେକେ ନିଜ ନିଜ ଘରକୁ ପଳାଇଯିବ, ଆଉ ମୁଁ ଏକାକୀ ହୋଇ ରହିଯିବି। କିନ୍ତୁ ପ୍ରକୃତରେ ମୁଁ ଏକାକୀ ନୁହେଁ, କାରଣ ପିତା ଈଶ୍ୱର ମୋ’ ସଙ୍ଗରେ ଅଛନ୍ତି।


ସେ ତାଙ୍କ ନିଜ ରାଜ୍ୟକୁ ଆସିଲେ, ଅଥଚ ତାଙ୍କ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ।


ସେ ବାପାଙ୍କ ପାଖକୁ ଫେରିଗଲା। “ତା’ ଘରଠାରୁ କିଛି ଦୂରରେ ଥିବା ସମୟରେ ବାପା ତାକୁ ଦେଖିପାରି ଦୟାରେ ବିଗଳିତ ହେଲେ ଓ ସେ ଦୌଡ଼ିଯାଇ ପୁଅକୁ ଆଲିଙ୍ଗନ କରି ଚୁମ୍ବନ ଦେଲେ।


Swiv nou:

Piblisite


Piblisite