Biblia Todo Logo
Bib sou entènèt

- Piblisite -




ପ୍ରେରିତ 19:12 - ପବିତ୍ର ବାଇବଲ (CL) NT (BSI)

12 ଏପରି କି ପାଉଲ ବ୍ୟବହାର କରୁଥିବା ରୁମାଲ ଓ ବସ୍ତ୍ର ରୋଗୀମାନଙ୍କ ପାଖକୁ ନିଆଗଲେ ସେମାନେ ସୁସ୍ଥ ହେଉଥିଲେ ଓ ସେମାନଙ୍କ ଦେହରୁ ପ୍ରେତାତ୍ମା ସବୁ ବାହାରି ଯାଉଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏପରିକି ତାଙ୍କ ଦେହରୁ ରୁମାଲ କିମ୍ଵା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ, ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ଦୁଷ୍ଟ ଆତ୍ମାଗୁଡ଼ାକ ବାହାରି ଯାଉଥିଲେ।

Gade chapit la Kopi

ଓଡିଆ ବାଇବେଲ

12 ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦଆତ୍ମାଗୁଡ଼ାକ ବାହାରିଯାଉଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏପରିକି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣା ଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ମନ୍ଦ-ଆତ୍ମାଗୁଡ଼ାକ ବାହାରିଯାଉଥିଲେ।

Gade chapit la Kopi

ପବିତ୍ର ବାଇବଲ

12 ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନେଇ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସେମାନେ ରୋଗରୁ ସୁସ୍ଥ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ଭୂତାତ୍ମା ମଧ୍ୟ ଗ୍ଭଲିଯାଉଥିଲା।

Gade chapit la Kopi




ପ୍ରେରିତ 19:12
5 Referans Kwoze  

ପ୍ରେରିତ ଶିଷ୍ୟମାନଙ୍କର କାର୍ଯ୍ୟ ବିଶେଷ ଫଳପ୍ରଦ ହେଲା, ଏପରିକି ପିତର ଚାଲିଯାଉଥିବା ସମୟରେ ତାଙ୍କର ଛାଇ ପଡ଼ିବା ପାଇଁ ଲୋକମାନେ ରୋଗୀମାନଙ୍କୁ ବୋହି ଆଣି ବାଟରେ ବିଛଣା ଓ ଚଟେଇରେ ଶୁଆଇ ଦେଉଥିଲେ।


ବିଶ୍ୱାସୀମାନେ ଅଲୌକିକ କାର୍ଯ୍ୟ କରିବାକୁ ଶକ୍ତି ପାଇବେ। ମୋ’ ନାମରେ ସେମାନେ ଭୂତ ଛଡ଼ାଇବେ, ଅଜଣା ଭାଷାରେ କଥା କହିବେ,


ସମୁଦାୟ ସିରିଆରେ ତାଙ୍କ ଖ୍ୟାତି ବ୍ୟାପି ଗଲା ଏବଂ ଲୋକେ ଭୂତଗ୍ରସ୍ତ, ଅପସ୍ମାର, ପକ୍ଷାଘାତ ପ୍ରଭୃତି ସବୁ ପ୍ରକାର ବ୍ୟାଧିଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ନେଇ ଆସିଲେ।


Swiv nou:

Piblisite


Piblisite