Biblia Todo Logo
Bib sou entènèt

- Piblisite -




ପ୍ରେରିତ 16:11 - ପବିତ୍ର ବାଇବଲ (CL) NT (BSI)

11 ଆମେ ଜାହାଜ ଯୋଗେ ତ୍ରୋୟା ଛାଡ଼ି ସାମଥ୍ରାକିକୁ ଗଲୁ ଓ ତହିଁ ଆରଦିନ ନିଆପଲ୍ଲିରେ ପହଞ୍ଚିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତେଣୁ ତ୍ରୋୟାରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀକୁ ଓ ପରଦିନ ନିୟାପଲିକୁ ଗଲୁ।

Gade chapit la Kopi

ଓଡିଆ ବାଇବେଲ

11 ତେଣୁ ତ୍ରୋୟାରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀକୁ ଓ ପରଦିନ ନିୟାପଲିକୁ ଗଲୁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତେଣୁ ତ୍ରୋୟା ସହରରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀ ଦ୍ବୀପକୁ ଓ ପରଦିନ ନିୟାପଲି ସହରକୁ ଗଲୁ,

Gade chapit la Kopi

ପବିତ୍ର ବାଇବଲ

11 ଆମ୍ଭେ ତ୍ରୋୟା ନଗରରୁ ଜଳଯାତ୍ରାରେ ସାମଥ୍ରାକୀ ଉପଦ୍ୱୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିୟାପଲି ନଗରକୁ ଗଲୁ।

Gade chapit la Kopi




ପ୍ରେରିତ 16:11
5 Referans Kwoze  

ସେମାନଙ୍କୁ ବିଦାୟ ଜଣାଇ ଆମେ ସେଠାରୁ ପ୍ରସ୍ଥାନ କଲୁ। ଜଳପଥ ଅତିକ୍ରମ କରି ଆମେ କୋସ୍ରେ ପହଞ୍ଚିଲୁ। ତହିଁ ଆରଦିନ ଗେଡ୍ସ୍ କୂଳ ଦେଇ ପାତାରାକୁ ଗଲୁ।


ତେଣୁ ସେମାନେ ମିଷୀଆ ମଧ୍ୟଦେଇ ଯାତ୍ରା କରି ତ୍ରୋୟାକୁ ଗଲେ।


ସେମାନେ ଆଗରୁ ଯାଇ ତ୍ରୋୟାରେ ଆମକୁ ଅପେକ୍ଷା କରିଥିଲେ।


ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବାକୁ ତ୍ରୋୟା ଦ୍ୱୀପରେ ପହଞ୍ଚି ମୁଁ ଦେଖିଲି, ଏ କାର୍ଯ୍ୟ ପାଇଁ ପ୍ରଭୁ ବାଟ ଖୋଲି ଦେଇଛନ୍ତି।


ଟ୍ରୋୟସ୍ ସହରରେ କାର୍ପସ୍ଙ୍କ ପାଖରେ ମୁଁ ଯେଉଁ ଅଙ୍ଗରଖା ଛାଡ଼ି ଆସିଛି, ତୁମେ ଆସିବା ବେଳେ ତାକୁ ସାଙ୍ଗରେ ନେଇ ଆସିବ। ମୋର ପୁସ୍ତକ ଓ ନଥିପତ୍ରଗୁଡ଼ିକୁ ମଧ୍ୟ ନେଇ ଆସିବ।


Swiv nou:

Piblisite


Piblisite