Biblia Todo Logo
Bib sou entènèt

- Piblisite -




ପ୍ରେରିତ 12:2 - ପବିତ୍ର ବାଇବଲ (CL) NT (BSI)

2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ହତ୍ୟା କରାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେ ଯୋହନଙ୍କ ଭ୍ରାତା ଯାକୁବଙ୍କୁ ଖଡ଼୍‍ଗରେ ବଧ କଲେ।

Gade chapit la Kopi

ଓଡିଆ ବାଇବେଲ

2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ଼୍ଗରେ ବଧ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗରେ ବଧ କଲେ।

Gade chapit la Kopi

ପବିତ୍ର ବାଇବଲ

2 ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡାରେ ହତ୍ୟା କରିଦେଲେ।

Gade chapit la Kopi




ପ୍ରେରିତ 12:2
10 Referans Kwoze  

ସେମାନେ ପ୍ରସ୍ତରାଘାତ ସହିଲେ, କରତରେ ଦ୍ୱିଖଣ୍ଡିତ ହେଲେ ଏବଂ ଖଡ଼୍ଗରେ ନିହତ ହେଲେ। କେହି କେହି କେଷ ଓ ଛାଗ ଚର୍ମ ପିନ୍ଧି ଦରିଦ୍ର, ଉତ୍ପୀଡ଼ିକ୍ତ ସ୍ଥାନ ନ ଥିଲା। ସେମାନେ ଶରଣାର୍ଥୀମାନଙ୍କ ପରି ମରୁଭୂମି ଓ ପର୍ବତରେ ଭ୍ରମଣ କଲେ, ଗୁମ୍ଫା ଓ ଗହ୍ନରମାନଙ୍କରେ ବାସ କଲେ।


ଯୀଶୁ ସେମାନଙ୍କୁ କହିଲେ, “ବାସ୍ତବିକ ତୁମେ ମୋର ସେହି ପାନପାତ୍ରରୁ ପିଇବ। କିନ୍ତୁ ମୋର ଦକ୍ଷିଣ ଓ ବାମରେ ବସିବା ପାଇଁ କାହାକୁ ମନୋନୀତ କରିବା ଅଧିକାର ମୋର ନାହିଁ। ଯେଉଁମାନଙ୍କ ପାଇଁ ମୋର ପିତା ସେହି ସ୍ଥାନ ପ୍ରସ୍ତୁତ କରିଛନ୍ତି, ତାହା କେବଳ ସେମାନଙ୍କର।”


ଯୀଶୁ ସେମାନଙ୍କୁ କହିଲେ, “ତୁମେ କଅଣ ମାଗୁଛ, ବୁଝିପାରୁ ନାହଁ। ମୁଁ ଯେଉଁ ଦୁଃଖ ଭୋଗର ପାନପାତ୍ରରୁ ପିଇବାକୁ ଯାଉଛି, ସେଥିରୁ ତୁମେ ପାନ କରିପାରିବ? ମୁଁ ଯେପରି ଦୀକ୍ଷିତ ହେବାକୁ ଯାଉଛି, ସେହି ଦୀକ୍ଷା ତୁମ୍ଭେମାନେ କ’ଣ ଗ୍ରହଣ କରିପାରିବ?”


ଦିନେ ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଆମ ପାଇଁ କିଛି କରନ୍ତୁ, ଏହା ଆମେ ଚାହୁଁଛୁ।”


ସେମାନେ ତା’ କରିପାରିବେ ବୋଲି କହିଲେ।


ଏହି ସମୟରେ ରାଜା ହେରୋଦ ମଣ୍ଡଳୀର କେତେକ ସଭ୍ୟଙ୍କ ପ୍ରତି ଉପଦ୍ରବ ଆରମ୍ଭ କଲେ।


Swiv nou:

Piblisite


Piblisite