Biblia Todo Logo
Bib sou entènèt

- Piblisite -




ପ୍ରେରିତ 11:10 - ପବିତ୍ର ବାଇବଲ (CL) NT (BSI)

10 ତିନି ଥର ଏହିପରି ହେଲା, ଶେଷରେ ସେହି ସମସ୍ତ ପ୍ରାଣୀଙ୍କୁ ଆକାଶକୁ ଉଠାଇ ନିଆଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏହିପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା।

Gade chapit la Kopi

ଓଡିଆ ବାଇବେଲ

10 ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା।

Gade chapit la Kopi

ପବିତ୍ର ବାଇବଲ

10 “ଏହିପରି ତିନିଥର ହେବାପରେ, ଏହା ସବୁ ସ୍ୱର୍ଗକୁ ଉଠାଇ ନିଆଗଲା।

Gade chapit la Kopi




ପ୍ରେରିତ 11:10
6 Referans Kwoze  

ଏଥିରୁ ନିଷ୍କୃତି ପାଇବାକୁ ମୁଁ ପ୍ରଭୁଙ୍କ ନିକଟରେ ତିନି ଥର ପ୍ରର୍ଥନା ନିବେଦନ କରିଛି,


ଯୀଶୁ ଶିମୋନଙ୍କୁ ତୃତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ ମୋତେ ସ୍ନେହ କରୁଛ?” ଏଥିରେ ପିତର ଦୁଃଖିତ ହେଲେ। କାରଣ ଯୀଶୁ ତାଙ୍କୁ ତୃତୀୟ ଥର ପଚାରିଲେ, “ତୁମେ ମୋତେ ସ୍ନେହ କରୁଛ?” ସେ କହିଲେ, “ପ୍ରଭୁ, ଆପଣ ସବୁ ଜାଣନ୍ତି- ମୁଁ ଯେ ଆପଣଙ୍କୁ ସ୍ନେହ କରେ, ଆପଣ ତାହା ଜାଣନ୍ତି।” ଯୀଶୁ ତାଙ୍କୁ କହିଲେ, “ମୋର ମେଷମାନଙ୍କର ଯତ୍ନ ନିଅ।


ଯୀଶୁ କହିଲେ, “ତୁମେ କ’ଣ ପ୍ରକୃତରେ ମୋ’ ପାଇଁ ମରିବାକୁ ପ୍ରସ୍ତୁତ ଅଛ? ମୁଁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ମୋତେ ତୁମେ ତିନିଥର ଅସ୍ୱୀକାର କରିବ।”


ସ୍ୱର୍ଗରୁ ଆଉ ଥରେ ଏହି ବାଣୀ ହେଲା, ‘ଈଶ୍ୱର ଯାହାକୁ ଶୁଚି କରିଛନ୍ତି, ତୁମେ ତାହାକୁ ଅଶୁଚି ମନେ କର ନାହିଁ।’


ଠିକ୍ ସେହି ମୁହୂର୍ତ୍ତରେ, ସିସେରିଆରୁ ମୋ’ ପାଖକୁ ପ୍ରେରିତ ତିନି ଜଣ ଲୋକ ମୁଁ ଯେଉଁ ଘରେ ରହୁଥିଲି, ସେଠାରେ ପହଞ୍ଚିଲେ।


Swiv nou:

Piblisite


Piblisite