Biblia Todo Logo
Bib sou entènèt

- Piblisite -




ପ୍ରେରିତ 10:16 - ପବିତ୍ର ବାଇବଲ (CL) NT (BSI)

16 ତିନିଥର ଏପରି ହେବା ପରେ, ଚାଦରଟି ଆକାଶକୁ ଉଠାଇ ନିଆଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଏହି ପ୍ରକାର ତିନି ଥର ହେଲା, ଆଉ ତତ୍କ୍ଷଣାତ୍ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା।

Gade chapit la Kopi

ଓଡିଆ ବାଇବେଲ

16 ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା।

Gade chapit la Kopi

ପବିତ୍ର ବାଇବଲ

16 ଏହିପରି ତିନିଥର ହେବାପରେ ସେ ଜିନିଷଟି ହଠାତ୍ ସ୍ୱର୍ଗକୁ ଉଠି ଗ୍ଭଲିଗଲା।

Gade chapit la Kopi




ପ୍ରେରିତ 10:16
6 Referans Kwoze  

ଏଥରକୁ ମିଶାଇ ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଛି। ଧର୍ମଶାସ୍ତ୍ର ଅନୁସାରେ, ଦୁଇ ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣ ଦ୍ୱାରା ପ୍ରତ୍ୟେକଟି ଅଭିଯୋଗ ନିଷ୍ଠିତ୍ତି ହୁଏ।


ଯୀଶୁ ଶିମୋନଙ୍କୁ ତୃତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ ମୋତେ ସ୍ନେହ କରୁଛ?” ଏଥିରେ ପିତର ଦୁଃଖିତ ହେଲେ। କାରଣ ଯୀଶୁ ତାଙ୍କୁ ତୃତୀୟ ଥର ପଚାରିଲେ, “ତୁମେ ମୋତେ ସ୍ନେହ କରୁଛ?” ସେ କହିଲେ, “ପ୍ରଭୁ, ଆପଣ ସବୁ ଜାଣନ୍ତି- ମୁଁ ଯେ ଆପଣଙ୍କୁ ସ୍ନେହ କରେ, ଆପଣ ତାହା ଜାଣନ୍ତି।” ଯୀଶୁ ତାଙ୍କୁ କହିଲେ, “ମୋର ମେଷମାନଙ୍କର ଯତ୍ନ ନିଅ।


ଆଉ ଥରେ ସେ ଶୁଣିଲେ, “ଈଶ୍ୱର ଯାହାକୁ ଶୁଚି କରିଛନ୍ତି, ତୁମେ ତାହାକୁ ଅଶୁଚି ମନେ କର ନାହିଁ।”


ପିତର ତାଙ୍କ ଦର୍ଶନର କଥା ଭାବି ଆଶ୍ଚର୍ଯ୍ୟ ହେଲେ। ଏହି ସମୟରେ, କର୍ଣ୍ଣୀଲିୟ ଯେଉଁମାନଙ୍କୁ ପଠାଇଥିଲେ, ସେମାନେ ଶିମୋନଙ୍କ ଘରର ସନ୍ଧାନ ପାଇ ଫାଟକ ପାଖରେ ଠିଆ ହୋଇଥିଲେ।


Swiv nou:

Piblisite


Piblisite