Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 2:20 - ପବିତ୍ର ବାଇବଲ (CL) NT (BSI)

20 ବାସ୍ତବିକ, ତୁମ୍ଭେମାନେ ଆମର ଗୌରବ ଓ ଆନନ୍ଦ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ତୁମ୍ଭେମାନେ ତ ଆମ୍ଭମାନଙ୍କର ଗୌରବ ଓ ଆନନ୍ଦର କାରଣ ଅଟ।

Gade chapit la Kopi

ଓଡିଆ ବାଇବେଲ

20 ତୁମ୍ଭେମାନେ ତ ଆମ୍ଭମାନଙ୍କ ଗୌରବ ଓ ଆନନ୍ଦର କାରଣ ଅଟ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ତୁମ୍ଭେମାନେ ତ ଆମ୍ଭମାନଙ୍କ ଗୌରବ ଓ ଆନନ୍ଦର କାରଣ ଅଟ।

Gade chapit la Kopi

ପବିତ୍ର ବାଇବଲ

20 ପ୍ରକୃତରେ ତୁମ୍ଭେମାନେ ଆମ୍ଭର ମହିମା ଓ ଆମ୍ଭର ଆନନ୍ଦ ଅଟ।

Gade chapit la Kopi




୧ ଥେସଲନୀକୀୟ 2:20
4 Referans Kwoze  

ମୁଁ ଆଶା କରୁଛି, ବର୍ତ୍ତମାନ ଯାହା ଆଂଶିକଭାବେ ବୁଝୁଛ, ତାହା ଯଥା ସମୟରେ ପ୍ରଭୁ ଯୀଶୁଙ୍କୁ ପୁନରାଗମନ ଦିନରେ ସମ୍ପୂର୍ଣ୍ଣରୁପେ ବୁଝି ପାରିବ। ତାହାହେଲେ, ତୁମ୍ଭମାନେ ଆମ ପାଇଁ ଗର୍ବ ଅନୁଭବ କରିବ ଓ ଆମେ ମଧ୍ୟ ତୁମ ପାଇଁ ଗର୍ବ କରିବୁ।


ପୁରୁଷର ମସ୍ତକ ଆଚ୍ଛାଦନ କରିବା ଦରକାର ନାହିଁ, କାରଣ ଈଶ୍ୱରଙ୍କ ସାଦୃଶ୍ୟ ଓ ମହିମା ତା’ଠାରେ ପ୍ରତିଫଳିତ। କିନ୍ତୁ ନାରୀଠାରେ ପୁରୁଷର ମହିମା ପ୍ରତିଫଳିତ।


ଅବଶେଷରେ ଆମେ ଆଉ ସହ୍ୟ କରି ନ ପାରି ସ୍ଥିର କଲୁ ଯେ, ଆମେ ପଛେ ଆଥେନ୍ସ୍ରେ ନିଃସଙ୍ଗ ଜୀବନ ଯାପନ କରିବୁ,


Swiv nou:

Piblisite


Piblisite