Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:3 - ପବିତ୍ର ବାଇବଲ (CL) NT (BSI)

3 ସ୍ୱାମୀ, ସ୍ତ୍ରୀ ପ୍ରତି ନିଜର କର୍ତ୍ତବ୍ୟ ଓ ସ୍ତ୍ରୀ, ସ୍ୱାମୀ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ପୁଣି ଉଭୟେ ଉଭୟଙ୍କର ଆବଶ୍ୟକତା ପୂରଣ କରିବା ବିଧେୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସ୍ଵାମୀ ସ୍ତ୍ରୀକି ତାʼର ପ୍ରାପ୍ୟ ଦେଉ, ପୁଣି ସେହି-ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ଵାମୀକି ତାʼର ପ୍ରାପ୍ୟ ଦେଉ।

Gade chapit la Kopi

ଓଡିଆ ବାଇବେଲ

3 ସ୍ୱାମୀ ସ୍ତ୍ରୀକୁ ତା'ର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତା'ର ପ୍ରାପ୍ୟ ଦେଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସ୍ୱାମୀ ସ୍ତ୍ରୀକୁ ତାହାର ପ୍ରାପ୍ୟ ଦେଉ, ପୁଣି, ସେହି ପ୍ରକାରେ ମଧ୍ୟ ସ୍ତ୍ରୀ ସ୍ୱାମୀକୁ ତାହାର ପ୍ରାପ୍ୟ ଦେଉ।

Gade chapit la Kopi

ପବିତ୍ର ବାଇବଲ

3 ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ୟ ଦେବା ଉଚିତ୍।

Gade chapit la Kopi




୧ କରିନ୍ଥୀୟ 7:3
4 Referans Kwoze  

ହେ ସ୍ୱାମୀମାନେ, ସେହିପରି ତୁମ ସ୍ତ୍ରୀମାନଙ୍କୁ ଅବଳା ବୋଲି ଜାଣି ସେମାନଙ୍କ ପ୍ରତି ସହନଶୀଳ ହୋଇ ବାସ କର। ସେମାନଙ୍କୁ ସମ୍ମାନ ଦିଅ। ସେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ଈଶ୍ୱରଙ୍କଠାରେ ଜୀବନରୂପ ଦାନ ପାଇବେ। ତୁମ୍ଭେମାନେ ସେମାନଙ୍କ ପ୍ରତି ଯଥୋଜିତ ବ୍ୟବହାର କଲେ, ତୁମ୍ଭମାନଙ୍କର ପ୍ରାର୍ଥନା ବାଧାପ୍ରାପ୍ତ ହେବ ନାହିଁ।


କିନ୍ତୁ ସର୍ବତ୍ର ଯୌନ ପ୍ରଲୋଭନ ପୂରି ରହି ଥିବାରୁ, ପ୍ରତ୍ୟେକ ପୁରୁଷର ସ୍ତ୍ରୀ ଓ ପ୍ରତ୍ୟେକ ସ୍ତ୍ରୀର ସ୍ୱାମୀ ଥିବା ଆବଶ୍ୟକ।


ନିଜ ଶରୀର ଉପରେ ସ୍ତ୍ରୀର ପ୍ରଭୁତ୍ୱ ନାହିଁ, କିନ୍ତୁ ସ୍ୱାମୀର ଅଛି। ଠିକ୍ ସେହିପରି, ନିଜ ଶରୀର ଉପରେ ସ୍ୱାମୀର ପ୍ରଭୁତ୍ୱ ନାହିଁ, କିନ୍ତୁ ସ୍ତ୍ରୀର ଅଛି।


Swiv nou:

Piblisite


Piblisite