ତିତସ୍ 2:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ପର୍ତୁମ୍ ଡକ୍ରାମନ୍କେ ତାକର୍ ଜିବନେ ନିକ ଚଲାଚଲ୍ତି କର୍ବାକେ ସିକା, ଜେନ୍ତିକି ନିଜେ ବୁଦିର୍ସଙ୍ଗ୍ ରଇ, ଲକ୍ମନର୍ଟାନେଅନି ସନ୍ମାନ୍ ପାଇବାଲକ୍ ପାରା ଅଇ ଜାଗ୍ରତ୍ ରଇବାର୍ । ସେମନ୍ ପର୍ମେସର୍କେ ଡାଟ୍ସଙ୍ଗ୍ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ସତ୍ସଙ୍ଗ୍ ଆଲାଦ୍ କରି ମୁର୍ଚି ରଇବାର୍ ଆଚେ । Gade chapit la |
ବେବିଚାର୍ କାମ୍ କରି ପାପ୍ କର୍ବାଇ, ମୁନୁସ୍ମୁନୁସ୍ ବିତ୍ରେ ଆରି ମାଇଜିମାଇଜି ବିତ୍ରେ ବେବିଚାର୍ କାମ୍ କର୍ବା ଲକ୍ମନର୍ପାଇ, ଗତିଦାଙ୍ଗ୍ଡା ଇସାବେ ଲକ୍ମନ୍କେ ବିକ୍ବା ସାଉକାର୍ ମନର୍ପାଇ, ଜନ୍ ଲକ୍ ସତ୍ କଅତ୍ନାଇ, ସତ୍ସେ କଇବି ବଲି କାତା ଦେଇରଇକରି ମିଚ୍ କଇବା ଲକ୍ମନର୍ପାଇ ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ବିରୁଦେ ଜେତ୍କି ସବୁ କାତା ଉଟ୍ସି, ସେ ସବୁର୍ପାଇ ।