19 ସତଇସେ ଜାନିଆଚାସ୍ ଜେ, ତମେ କାଣାକେ ବାଟ୍ଦେକାଇବା ଲକ୍, ଆନ୍ଦାରେ ରଇବା ଲକ୍ମନର୍ ପାଇ ଉଜଲ୍ ପାରା ।
ଆମେ କିରିସ୍ଟର୍ ଲାଗି ବକୁଆ ଲକ୍, ମାତର୍ ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ବୁଦିରଇବା ଲକ୍ । ଆମେ ଦୁର୍ବଲ୍, ମାତର୍ ତମେ ବପୁରଇବା ଲକ୍, ତମ୍କେ ଲକ୍ମନ୍ ସନ୍ମାନ୍ ଦେଲାଇନି, ମାତର୍ ଆମ୍କେ ସନ୍ମାନ୍ ମିଲେନାଇ ।
ସେବେଲା ଜିଉଦି ନେତାମନ୍ କଇଲାଇ, “ତୁଇ ପାପେ ଜନମ୍ ଅଇକରି ପୁରାପୁରୁନ୍ ପାପେ ବୁଡି ଆଚୁସ୍ । ତେଇଅନି ତୁଇ ବାଅଡ୍ । ଆମ୍କେ ସିକାଇଲୁସ୍ନି ?” ଏନ୍ତି କଇକରି ସେମନ୍ ତାକେ ଜିଉଦିମନର୍ ପାର୍ତନା ଗରେଅନି ବାର୍କରାଇଦେଲାଇ ।
ସେମନର୍ ବିସଇନେଇ ତେରେପେତେ ଉଆନାଇ । ସେମନ୍ କାଣାମନ୍କେ ବାଟ୍ ଦେକାଉ କାଣାମନ୍ । ଗଟେକ୍ କାଣା ଆରି ଗଟେକ୍ କାଣାକେ ବାଟ୍ଦେକାଇଲେ ଦୁଇ ଲକ୍ ଜାକ କାଲେ ଅଦର୍ବାଇ ।”
ମାତର୍ ଜେବେ ତମର୍ ଆଁକି ନସିରଇସି, ତେବେ ସବୁ ଗାଗଡ୍ ଆନ୍ଦାର୍ ଅଇସି । ତେବର୍ପାଇ ତମର୍ ମନ୍ ବିତ୍ରର୍ ଉଜଲ୍ ଜେବେ ଆନ୍ଦାର୍ ଅଇସି, ତେବେ ସେ ଆନ୍ଦାର୍ କେଡେକ୍ ବଡ୍ ବିପଦ୍ ।”
ତମେ ଗୁଲାଇ ଜଗତର୍ ପାଇ ଉଜଲ୍ ପାରା । ଜନ୍ ଗଡ୍ ଡଙ୍ଗର୍ ଉପ୍ରେ ତିଆର୍ ଅଇଲାଆଚେ, ସେଟା କେବେ ମିସା ଲୁଚି ରଇ ନାପାରେ ।
ଏନ୍ତାରିକଲେ, ତମେ କାରାପ୍ କାମ୍ କଲାସ୍ନି ବଲି ବିନ୍ଲକ୍ କାଇ ଦସ୍ ନ ଦାରତ୍ ଆରି ତମେ ସୁକଲ୍ ଅଇସା । ପାପ୍କରି କାରାପ୍ କାମ୍ କର୍ବା ଲକ୍ମନର୍ ମଜାଇ ପର୍ମେସରର୍ ସିଦ୍ ପିଲାଟକି ଇସାବେ ତମେ ରଇସା । ତାକର୍ ବିତ୍ରେ ଆନ୍ଦାର୍ ଜଗତେ ଉଜଲ୍ ଜଟକ୍ଲା ପାରା ତମର୍ ଚଲାଚଲ୍ତି ଡିସ୍ସି ।
ନିଜ୍କେ ମିସା ନାଡାଇ ନ ଉଆ । ଜେ ଜଦି ମୁଇ ଜଗତର୍ ଇସାବେ ଗିଆନ୍ ରଇବାଲକ୍ ବଲି ମନେ ମନେ ବାବ୍ସି, ତେବେ ସେ ସତ୍ ଗିଆନ୍ ପାଇବାକେ ଆଲେ, କାଇଟା ନାଜାନ୍ଲା ବକୁଆ ଲକର୍ପାରା ଅଇବାର୍ ଆଚେ ।
ତୁଇ ସେମନର୍ ଆଁକି ପିଟାଇଦେସ୍ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍ ଆନ୍ଦାରେଅନି ଉଜଲେ ଆରି ସଇତାନର୍ ବାନ୍ଦନେଅନି ମାପ୍ରୁର୍ ବାଟେ ବାଅଡ୍ବାଇ । ଜେନ୍ତିକି ମକେ ବିସ୍ବାସ୍ କଲାର୍ ପାଇ, ସେମନର୍ ପାପ୍ କେମା ଅଇସି । ଆରି ମାପ୍ରୁ ବାଚ୍ଲା ଲକ୍ମନର୍ ସଙ୍ଗ୍ ସେମନ୍କେ ମିସା ଡାକିନେବାଇ ।”
ସେ ପୁରାପୁରୁନ୍ ଆଲାଦର୍ ଦୟାର୍ଲାଗି ମାପ୍ରୁର୍ ଲକ୍ମନ୍କେ, ସେମନର୍ ପାପ୍ଟାନେଅନି ମୁକ୍ଲାଇବା ଗିଆନ୍ ଦେଇସୁ । ତାର୍ ବାଟ୍ ତିଆର୍ କର୍ବାକେ ମୁଲିଆଇସୁ ।”
ମୁଇ ତମ୍କେ ସତ୍ କାତା କଇଲିନି, କେ ମିସା ଗଟେକ୍ ସାନ୍ ପିଲାର୍ ପାରା ନ ଅଇ, ପର୍ମେସରର୍ ରାଇଜ୍ ନ ନାମତ୍, ସେମନ୍ କେବେ ମିସା ତାର୍ ରାଇଜେ କେଟି ନାପାରତ୍ ।”
ଆନ୍ଦାରେ ରଇବା ଲକ୍ମନ୍ ବଡ୍ ଉଜଲର୍ ଦର୍ସନ୍ ଦେକ୍ବାଇ ଆରି ମରନର୍ ଆନ୍ଦାରେ ରଇଲା ଲକ୍ମନର୍ ଉପ୍ରେ ସେ ଉଜଲ୍ ଉଦ୍ସି ।”
ପରମେସର୍ ତମର୍ଟାନେଅନି କାଇଟା ମନ୍ କଲାନି ସେଟା ତମେ ଜାନିଆଚାସ୍ । ଆରି ନିୟମେଅନି ସତ୍ ଆରି ସତ୍ ନ ଅଇବା ଗିଆନ୍ ପାଇଆଚାସ୍,
ବକୁଆମନ୍କେ ନିମାନ୍ କାତା କଇବା ଲକ୍, ଗିଆନ୍ ନ ରଇବା ଲକ୍ମନର୍ ଗୁରୁ । ତମେ ବିସ୍ବାସ୍ କଲାସ୍ନି ଜେ, ନିୟମ୍ ଜାନିକରି ପୁରାପୁରୁନ୍ ସତ୍ ଆରି ଗିଆନ୍ ପାଇଆଚାସ୍ ବଲି ।