23 ମାତର୍ ଏ ଜାଗା ଲଗେ ମର୍ କାମ୍ ସାରିଗାଲା ଆଚେ । ଆରି ତମ୍କେ ଦେକ୍ବାକେ ମର୍ ବେସି ବରସର୍ ଆସା ଏବେ ପୁରାପୁରୁନ୍ ଅଇସି ।
ସେଟା ସାର୍ଲାପଚେ ପରମେସର୍ ମନ୍ କଲେ ମୁଇ ତମର୍ ଲଗେ ଆଇବି । ଆରି ତମର୍ ସଙ୍ଗ୍ ସାର୍ଦାସଙ୍ଗ୍ କେତେଦିନ୍ ରଇକରି ମର୍ ମନେ ସାନ୍ତି ପାଇବି ।
ମୁଇ ଜାନିଆଚି, ତମର୍ଟାନେ କେଟ୍ଲାବେଲେ କିରିସ୍ଟର୍ ପୁରାପୁରୁନ୍ ଆସିର୍ବାଦ୍ନେଇ ମୁଇ ଆଇବି ।
ଏ ସବୁ ଗଟ୍ନା ପଚେ ପାଉଲ୍ ମାସିଦନିଆ ଆରି ଆକାୟା ବାଟ୍ ଦେଇ ଜିରୁସାଲମେ ଜିବାକେ ଟିକ୍ କଲା । ସେ କଇଲା, “ତେଇ ଗାଲା ପଚେ, ମୁଇ ରମ୍ ଦେସେ ମିସା ଜିବାର୍ ଆଚେ ।”
ଆମେ ଦୁଇ ଲକ୍ ବେଗଲ୍ଲାବେଲେ ତୁଇ ଦୁକ୍ ଅଇ ଆଁସୁ ଜରାଇଲୁସ୍, ସେଟା ମର୍ ମନେଆଚେ । ତେବର୍ପାଇ ତକେ ଦେକ୍ବି ବଲି ମୁଇ ବେସି ମନ୍ କଲିନି । ଜେନ୍ତାରି କି ମୁଇ ପୁରାପୁରୁନ୍ ସାର୍ଦା ଅଇବି ।
ତମେ ବିସ୍ବାସ୍ କଲାଟାନେ କେତେଟା ଉନା ଆଚେ । ସେଟା ପୁରାପୁରୁନ୍ କର୍ବାକେ, ଆମେ ତମର୍ସଙ୍ଗ୍ କେନ୍ତି ମିସିପାର୍ବୁ, ଏଟାର୍ପାଇ ଦିନ୍ ରାତି ପାର୍ତନା କରିଲାଗିଆଚୁ ।