1 ଜଦି କେତେକ୍ ଲକ୍ କିରିସ୍ଟକେ ବିସ୍ବାସ୍ କଲାଇନି, ମାତର୍ ତାକର୍ ବିସ୍ବାସ୍ ଡାଁଟ୍ନାଇ, ସେମନ୍କେ ମିସା ଡାକି ମିସାଆ । ମାତର୍ ସେମନର୍ ଚିନ୍ତା କର୍ବାଟା ତମର୍ପାରା ନ ରଇଲେ, ତାକର୍ ସଙ୍ଗ୍ ଦଦାପେଲା ଉଆ ନାଇ ।
ଏବେ ଆମେ, ଜାର୍ ବିସ୍ବାସ୍ ଡାଟ୍ ଆଚେ, ଜନ୍ ଲକ୍ମନ୍ ବିସ୍ବାସେ ଦୁର୍ବଲ୍ ଆଚତ୍ ଆରି ଅସୁବିଦାଇ ଆଚତ୍, ସେମନ୍କେ ଆମେ ସାଇଜ କର୍ବାର୍ ଆଚେ । ଆରି ନିଜେ ସାର୍ଦା ରଇବା ବିସଇ ଚିନ୍ତା କର୍ବାର୍ ନାଇ ।
ଜେଡେବେଲେ ମୁଇ ବିସ୍ବାସେ ଦୁର୍ବଲ୍ ଲକର୍ ସଙ୍ଗ୍ ରଇବି, ତାକର୍ପାରା ଦୁର୍ବଲ୍ ଅଇବି । ଜେନ୍ତିକି ସେନ୍ତିଅଇକରି ସେମନ୍କେ କିରିସ୍ଟର୍ ବାଟେ ଆନି ପାର୍ବି । ସେଟାର୍ପାଇ ମୁଇ ବିନ୍ ବିନ୍ ଲକର୍ଟାନେ ବିନ୍ ବିନ୍ ରକାମ୍ ଅଇରଇଲି । କେନ୍ତିକରି ମିସା ମୁଇ ସେମନ୍କେ ରକିଆ କର୍ବି ।
କିରିସ୍ଟ ଜେନ୍ତି ତମ୍କେ ଡାକ୍ଲା ଆଚେ, ତମେ ମିସା ସେନ୍ତି ତମର୍ ସଙ୍ଗର୍ ବିସ୍ବାସିମନ୍କେ ଡାକିନିଆ । ତମେ ଜଦି ଏନ୍ତି କଲେ ପର୍ମେସର୍ ଡାକ୍ପୁଟା ପାଇସି ।
ବିନ୍ ଲକ୍ମନ୍ ନିଚ୍ବା କାଦି ଆମେ କାଇବାର୍ ନାଇ । କି ମଦ୍ କାଇବାର୍ ନାଇ । ଆମର୍ ବିତ୍ରେ ରଇବା ଗଟେକ୍ ବାଇ କି ବଇନିକେ ପାପ୍ବାଟେ ଜିବା ବିସଇ ନ କରୁ ।
ତେବର୍ପାଇ କେ ଜଦି ତମର୍ଟାନେ ଆସି, କିରିସ୍ଟ ସିକାଇରଇବା ବିସଇତେଇଅନି ବିନ୍ ବିସଇ କଇଲେ, ତାକେ ତମର୍ ଗରେ ମୁଲ୍କେ ଡାକିନିଆ ନାଇ, କି ସଙ୍ଗର୍ ବିସ୍ବାସି ଇସାବେ ଜୁଆର୍ବିଆର୍ କରାନାଇ ।
ତାକେ ସେଡ୍କିବେଲେ ସଏ ବରସ୍ ଅଇରଇଲା । ମାତର୍ ତାକର୍ ମଲାପାରା ଗାଗଡର୍ କାତା ବାବି, କି ସାରା ଜେକି ଆରି ପିଲା ପାଇ ନାପାରେ, ଏ କାତା ଜାନିକରି ମିସା, ତାକର୍ ବିସ୍ବାସ୍ ଉନା ଅଏନାଇ ।
ସେନ୍ତାରି ଲକ୍, ଦରମ୍ ଲକ୍ମନ୍କେ ପାପ୍କରାଇବା ବାଦୁଲେ ଗାଲାଇ ଗଟେକ୍ ବଡ୍ଟା ଜତା ପାକ୍ନା ବାନ୍ଦିକରି ଡେଙ୍ଗ୍ ପାନିତେଇ ପିଙ୍ଗି ଦେବାପାରା ଡଣ୍ଡ୍ ତାର୍ପାଇ ନିକ ଅଇତା ।
ଜିସୁ ସେ ଦାପ୍ରେ, ଆତ୍ ଲାମାଇକରି ତାକେ ଦାରିକରି କଇଲା, “ଏ ଅଲପ୍ ବିସ୍ବାସ୍ କରୁ, କାଇକେ ଦୁଇମନିଆ ଅଇଲୁସ୍ନି ?”
ଦୁର୍ବଲ୍ ଲକ୍ମନ୍କେ ସେ ଆଲାଦର୍ ଚଲାଚଲ୍ତି କର୍ସି, ଆରି ଆକା ସାକା ନଇଲା ଲକ୍ମନ୍କେ ଦୟା କର୍ସି । ସେମନ୍ ନିଆଇ ନ ପାଇବାଜାକ ସେ ତାର୍ କାମ୍ ବନ୍ଦ୍ ନ କରେ ।
ତେବର୍ପାଇ ତାକେ ଗଟେକ୍ ବିସ୍ବାସି ବାଇ ଇସାବେ ସାର୍ଦା ସଙ୍ଗ୍ ଡାକିନିଆ । ତାର୍ପାରା ଲକ୍ମନ୍କେ ସନ୍ମାନ୍ ଦିଆସ୍ ।
“ତମ୍କେ ସତ୍ କାତା କଇଲିନି, ଜନ୍ ଲକ୍ମନ୍ ମର୍ କବର୍ ନେବା ଲକ୍ମନ୍କେ ନାମ୍ବାଇ, ସେମନ୍ ମକେ ମିସା ନାମ୍ବାଇ, ଆରି ମକେ ପାଟାଇଲା ପର୍ମେସର୍କେ ମିସା ନାମ୍ବାଇ ।”
ଏ ସାନ୍ ପିଲାମନର୍ ବିତ୍ରେ ଅନି ଗଟେକ୍କେ ମିସା ଇନ୍କରା ନାଇ । ମୁଇ ତମ୍କେ କଇଲିନି, ଏ ମନର୍ ଜତନ୍ ନେଇତେ ରଇବା ସରଗର୍ ଦୁତ୍ମନ୍ ସବୁ ବେଲା ମର୍ ବାବାର୍ ଲଗେ ଆଚତ୍ ।
କାଇକେବଇଲେ ସେଟା ତାର୍ ମନ୍ ବିତ୍ରେ ପୁରେନାଇ, ମାତର୍ ପେଟ୍ ବିତ୍ରେ ପୁରି କରି ବାଇରେ ବାରଇ ଆଇସି ।” ଏନ୍ତାରି କଇଲାକେ ସବୁ କାଦି ସୁକଲ୍ ଆକା ବଲି ଜିସୁ ଜାନାଇଲା ।
ତେଇ ପୁର୍ବେଅନି ରଇବା ଲକ୍ମନ୍ ଆମ୍କେ ଆଲାଦ୍ ଦେକାଇଲାଇ, ସେବେଲେ ବର୍ସା ମାରି ସିତ୍ ଅଇତେ ରଇଲା । ସେଟାର୍ ପାଇ ସେମନ୍ ଆମ୍କେ ଜଇ ଲାଗାଇ ଗତିଆ ମାନ୍ଲାଇ ।
ଜିଉଦିମନ୍ ପର୍ମେସରର୍ ଟାନେଅନି ବେଗଲ୍ଲାକେ, ଜିଉଦି ନ ଅଇଲା ଲକ୍ମନ୍ ତାର୍ ନିଜର୍ ଲକ୍ ଅଇପାର୍ଲାଇ । ସେନ୍ତାର୍ଆଲେ ଜିଉଦି ଲକ୍ମନ୍ ତାର୍ଟାନେ ଆରିତରେକ୍ ବାଉଡିଆଇଲେ, ଜିଉଦି ନ ଅଇଲା ଲକ୍ମନ୍କେ କେତେକ୍ ଅଦିକ୍ ଆସିର୍ବାଦ୍ ଅଇସି । ସେନ୍ତାରି ଅଇଲେ କେଡେକ୍ ନିକ କରମ୍ ! ସବୁ ମଲାଲକ୍ମନ୍ ଜିବନ୍ଅଇ ଉଟ୍ଲାପାରା ଅଇସି ।
କେତେକ୍ ଲକର୍ ବିସ୍ବାସ୍, ଜେନ୍ତି ରକାମର୍ କାଦିକେ ମିସା ଉଁ ବଲି କଇବାଇ । ମାତର୍ ଜାର୍ ବିସ୍ବାସ୍ ଏବେଜାକ ଡାଁଟ୍ନାଇ ସେମନ୍ କାଇ ମାଉଁସ୍ ମିସା କାଇବାର୍ ନଏଁ, ଅବ୍କା ସାଗ୍ଡାଲ୍ସେ କାଇବାଇ ।
ଜନ୍ ଲକ୍ମନ୍ ସବୁଜାକ କାଇବାଇ, ସେମନ୍ ଆମେ ଅବ୍କା ସାଗ୍ଡାଲ୍ କାଇବା ଲକର୍ଟାନେଅନି ବଡ୍ ବଲି ବାବ୍ବାର୍ ନାଇ । ସେନ୍ତାରିସେ ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ସେ କାଇବାଇ, ସେମନ୍ ଆମେ ସବୁରକାମର୍ କାଦିକାଇବା ଲକ୍ମନର୍ଟାନେଅନି ବଡ୍ ବଲି ବାବ୍ବାର୍ନାଇ । କାଇକେବଇଲେ ପର୍ମେସର୍ ଦୁଇ ଦଲର୍ ଲକ୍ମନ୍କେ ମିସା ବାଚ୍ଲା ଆଚେ ।
ଏ ବାଇବଇନିମନ୍, ଆମେ ତମ୍କେ ଗୁଆରି କଲୁନି । ପାଇଟି କାବାଡ୍ ନ କରି ବାଡୁ ଅଇ ରଇବା ଲକ୍ମନ୍କେ ଜାଗ୍ରତ୍ କରା । ତାକ୍ଲା ପୁଣ୍ଡ୍ଲା ଲକ୍ମନ୍କେ ଜତନ୍ କରା । ଡର୍ବା ଲକ୍ମନ୍କେ ସାଆସ୍ ଦିଆସ୍ । ଲକ୍ମନର୍ କୁଆ କାତା ମୁର୍ଚି କରି ରୁଆ ।
ଚାବି ଚାବି କାଇବା କାଦି ବଡ୍ ଲକ୍ମନର୍ପାଇ । ସେମନ୍ ନିକ ଆରି କାରାପ୍ ଚିନ୍ବାକେ, ନିଜ୍କେ ଅବିଆସ୍ କରାଇ ଆଚତ୍ ।