ରମିୟ 12:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ସେଟାର୍ ପାଇ ପରମେସର୍ ଆମ୍କେ ଜିବନ୍ ଦୁକାଇ ଜେତ୍କି ବିନ୍ ବିନ୍ ବପୁର୍ ଦାନ୍ ଦେଲା ଆଚେ, ସେ ସବୁ ବପୁ ଆମର୍ କାମେ ଲାଗାଇବାର୍ ଆଚେ । ଜଦି ଆମ୍କେ ପର୍ମେସରର୍ ବାକିଅ ଜାନାଇବା ବପୁ ଦେଲାଆଚେ, ସେନ୍ତାର୍ଆଲେ ଆମେ ପାଇରଇବା ବିସ୍ବାସ୍ ଇସାବେ ସେଟା କର୍ବାର୍ ଆଚେ । Gade chapit la |
ସେଟାର୍ ପାଇ ମୁଇ ତମ୍କେ କଇଲିନି, ତମର୍ ଲଗେ ବବିସତ୍ବକ୍ତାମନ୍କେ, ସିକାଇବା ଗୁରୁମନ୍କେ ଆରି ଗିଆନ୍ ରଇବା ବଡ୍ ଲକ୍ମନ୍କେ ମୁଇ ପାଟାଇବି । ତାକର୍ ବିତ୍ରେଅନି ତମେ କେତେ ଲକ୍କେ ମରାଇସା, କେତେ ଲକ୍କେ କୁର୍ସେ ଚଗାଇସା, ଆରି ବାକି ଲକ୍ମନ୍କେ ପାର୍ତନା ଗରେଅନି କର୍ଡା ସଙ୍ଗ୍ ମାରି ମାରି ଗଟେକ୍ ନଅରେ ଅନି ଆରିଗଟେକ୍ ନଅରେ କେଦି ଦେଇସା ।