ପର୍କାସିତ 6:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ଆରି ଏଦେ ଦେକା ! ମେଣ୍ଡା ପିଲା ଚଅ ଲମର୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ତେଇ ଦର୍ତନି ଜବର୍ଅଇତେ ଚୁଲ୍ବୁଲ୍ଲା । ବେଲ୍ କାଲିଆ ଅଇ କର୍କର୍ସା ରଇବା ଲୁଗାପାରା ଅଇଗାଲା ଆରି ଜନ୍ ବନି ପାରା ପୁରାପୁରୁନ୍ ରଙ୍ଗ୍ ଅଇଗାଲା । Gade chapit la |
“ଏ କରାଜିନର୍ ଲକ୍ମନ୍, ତମେ କେଡେ ଇନସ୍ତା ଅଇ ଡଣ୍ଡ୍ ପାଇସା ! ଏ ବେତ୍ସାଇଦାର୍ ଲକ୍ମନ୍, ତମର୍ ଦସା ମିସା ସେନ୍ତିସେ । ତମର୍ ବିତରେ ଜନ୍ କାବାଅଇଜିବା କାମ୍ମନ୍ କରାଅଇଲାଆଚେ, ସେଟା ସବୁ ଜଦି ମୁଇ ସର ଆରି ସିଦନ୍ ଗଡେ କରି ରଇଲେ, ସେ ଗଡର୍ ଲକ୍ମନ୍ ପାପେଅନି ବାଅଡ୍ଲୁ ବଲି ଦେକାଇବାକେ ଗାଗ୍ଡେ ଚାର୍ ଡାଲିଅଇ, ବାସ୍ତା ପିନ୍ଦିକରି ମନ୍ ବାଦ୍ଲାଇତାଇ ।”
ତାର୍ପଚେ ଚାର୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ବେଲର୍ ତିନ୍ବାଗେଅନି ଗଟେକ୍ ବାଗ୍କେ ମାଡ୍ ଅଇଲା । ସେନ୍ତାରିସେ ଜନର୍ ତିନ୍ବାଗେଅନି ଗଟେକ୍ ବାଗ୍, ଆରି ତାରା ମନର୍ ତିନ୍ବାଗେ ଅନି ଗଟେକ୍ ବାଗ୍ ନସ୍ଟ ଅଇଗାଲା । ତେବର୍ ପାଇ ଜନ୍ ଆରି ତାରାମନର୍ ଉଜଲ୍ ଦେବାଟା ତିନ୍ବାଗେଅନି ଗଟେକ୍ ବାଗ୍ ଉନା ଅଇଗାଲା । ତାର୍ପଚେ ଦିନ୍ମିସା ତିନ୍ବାଗେ ଅନି ଗଟେକ୍ ବାଗ୍ ଆରି ରାତି ମିସା ତିନ୍ବାଗେ ଅନି ଗଟେକ୍ ବାଗ୍ ଉଜଲ୍ ନ ରଇଲା ।