ପର୍କାସିତ 20:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ତେଇଅନି ଜଗତର୍ ରାଇଜ୍ମନ୍କେ ନାଡାଇବାକେ, ଗୁଲାଇ ଜଗତେ ବିଚିଅଇରଇବା ରାଇଜ୍ମନ୍କେ ନାଡାଇବାକେ ସେ ବାରଇସି । ସେଟା ଅଇଲାନି ଗଗ୍ ଆରି ମାଗଗ୍ । ସଇତାନ୍ ସେମନ୍କେ ଜୁଇଦ୍ କର୍ବାକେ ରୁଣ୍ଡାଇସି । ସମ୍ଦୁରେ ରଇବା ବାଲି ଜେତ୍କି ଆଚେ, ସେତ୍କି ଲକ୍ ସେମନ୍ ରଇବାଇ । Gade chapit la |
ତାର୍ପଚେ ସଇତାନ୍ ଜେ କି ସେମନ୍କେ ନାଡାଇଲା, ଜଇ ଆରି ଗନ୍ଦ୍ରସ୍ ରଇବା ଗାଡେ ପିଙ୍ଗାଅଇଲା । ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଆଗେଅନି ତେଇ ପିଙ୍ଗାଅଇରଇଲାଇ । ସେମନ୍ ତେଇରଇକରି ଦିନ୍ ରାତି କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଲକ୍ମନ୍କେ କାବା କରିରଇଲା, ତାକେ ଜଇ ଆରି ଗନ୍ଦ୍ତେ ରଇବା ଗାଡେ ନସ୍ଟ କରାଇଲା, ସେ ତେଇ ସେ ପସୁ ଆରି ମିଚ୍ସିକିଆ ଦେଉଁ ବାବବାଦିମନ୍ ମିସା ଆଚତ୍, ଆରି ସେ ଲକ୍ମନ୍ ଦିନ୍ରାତିଜାକ କସ୍ଟ ବଗ୍ବାଇ ।