ପର୍କାସିତ 18:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ଡାଲ୍ଚିନି, ବିନ୍ ବିନ୍ ରକାମର୍ ମସ୍ଲା, ଦୁପ୍, ବାସ୍ନାଦେବା ଦିନ୍ସୁ, ଟୁଣ୍ଡ୍ରି, ଅଙ୍ଗୁର୍ ମଦ୍, ଚିକନ୍, ଅଟା, ଗଁମ୍, ଗରୁ, ମେଣ୍ଡା, ଗଡା, ରତ୍, ଏନ୍ତାରିକି ଗତିକଟ୍ବା ଦାଙ୍ଗ୍ଡା ଆରି ଲକ୍ମନ୍କେ ମିସା ଜାକେ କି ସେମନ୍ ଗତିଦାଙ୍ଗ୍ଡା କରି ବିକ୍ବାଇ, ସେମନ୍କେ ମିସା ଗେନି ନେବାକେ କେ ନ ବାରଅତ୍ । Gade chapit la |
ବେବିଚାର୍ କାମ୍ କରି ପାପ୍ କର୍ବାଇ, ମୁନୁସ୍ମୁନୁସ୍ ବିତ୍ରେ ଆରି ମାଇଜିମାଇଜି ବିତ୍ରେ ବେବିଚାର୍ କାମ୍ କର୍ବା ଲକ୍ମନର୍ପାଇ, ଗତିଦାଙ୍ଗ୍ଡା ଇସାବେ ଲକ୍ମନ୍କେ ବିକ୍ବା ସାଉକାର୍ ମନର୍ପାଇ, ଜନ୍ ଲକ୍ ସତ୍ କଅତ୍ନାଇ, ସତ୍ସେ କଇବି ବଲି କାତା ଦେଇରଇକରି ମିଚ୍ କଇବା ଲକ୍ମନର୍ପାଇ ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ବିରୁଦେ ଜେତ୍କି ସବୁ କାତା ଉଟ୍ସି, ସେ ସବୁର୍ପାଇ ।