ପର୍କାସିତ 18:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ତାକର୍ ସୁନାବାନା, ତାକର୍ ରୁପା, ଜବର୍ ଦାମ୍ ଦେଇରଇବା ଇରା ମତିମନ୍, ସିଲ୍କୁ ଲୁଗା, ଜାମ୍କଲି ରଙ୍ଗର୍ ବସ୍ତର୍, ରଙ୍ଗୁଆ ବସ୍ତର୍, ବିନ୍ ବିନ୍ ରକାମର୍ ବେସି ଦାମ୍ ଦେବା ବାସ୍ନା ଗଚ୍, ଆଁତିର୍ ଦାଡାଇଅନି ଜବର୍ ଦାମ୍ଦେବାଟାମନ୍, ଗଚେଅନି, ପିତଲେଅନି, ଲୁଆଇଅନି, ମାର୍ବଲ୍ ପାକ୍ନାଇ ଅନି, ତିଆର୍ କରିରଇବାଟା, ବିନ୍ ବିନ୍ ଜିନିସ୍ କେ ମିସା ନ ଗେନତ୍ । Gade chapit la |