ପର୍କାସିତ 17:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ମକେ ଆତ୍ମା ଦାରିଦେଲା ଆରି ଦୁତ୍ ମକେ ମରୁବାଲି ବୁଏଁ ଡାକିନେଲା । ଆରି ଏଦେ ଦେକା ! ତେଇ ରଙ୍ଗ୍ ପସୁର୍ ଉପ୍ରେ ଗଟେକ୍ ମାଇଜି ବସିରଇବାଟା ମୁଇ ଦେକ୍ଲି । ତାକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା । ପର୍ମେସର୍କେ ନିନ୍ଦାକର୍ବା ନାଉଁ ସେ ପସୁର୍ ଉପ୍ରେ ଲେକାଅଇରଇଲା । Gade chapit la |
ତାକର୍ ସୁନାବାନା, ତାକର୍ ରୁପା, ଜବର୍ ଦାମ୍ ଦେଇରଇବା ଇରା ମତିମନ୍, ସିଲ୍କୁ ଲୁଗା, ଜାମ୍କଲି ରଙ୍ଗର୍ ବସ୍ତର୍, ରଙ୍ଗୁଆ ବସ୍ତର୍, ବିନ୍ ବିନ୍ ରକାମର୍ ବେସି ଦାମ୍ ଦେବା ବାସ୍ନା ଗଚ୍, ଆଁତିର୍ ଦାଡାଇଅନି ଜବର୍ ଦାମ୍ଦେବାଟାମନ୍, ଗଚେଅନି, ପିତଲେଅନି, ଲୁଆଇଅନି, ମାର୍ବଲ୍ ପାକ୍ନାଇ ଅନି, ତିଆର୍ କରିରଇବାଟା, ବିନ୍ ବିନ୍ ଜିନିସ୍ କେ ମିସା ନ ଗେନତ୍ ।