15 ତାର୍ ପଚେ ମନ୍ଦିରେଅନି ଆରି ଗଟେକ୍ ଦୁତ୍ ବାରଇ ଆଇଲା । ଆରି ବାଦଲ୍ ଉପ୍ରେ ବସିରଇଲା ଲକ୍କେ ଆଉଲିଅଇକରି କଇଲା “ବେଲା କେଟ୍ଲାବେ ।” ତମର୍ ପସଲ୍ ପାଚ୍ଲାଆଚେ । ତର୍ ଇଲାସଙ୍ଗ୍ ସେଟା କାଟ୍ ।
ମାତର୍ ଚାସ୍ ପାଚ୍ଲା ଦାପ୍ରେ କାଟ୍ବା ବେଲା କେଟିଆଇଲେ, ଚାସି କାଟ୍ବାକେ ଇଲା ଲାଗାଇସି ।”
ଜନ୍ ବିରଦି ଲକ୍ ଜୁଡ୍ ଗାଁସ୍ ମୁଞ୍ଜି ବୁନ୍ଲା, ସେ ସଇତାନ୍ । କାଟାବେଟାର୍ ବେଲା ଅଇଲାନି ଜୁଗ୍ ସାର୍ବା ଦିନ୍ । ତାସ୍ କାଟ୍ବା ଲକ୍ମନ୍ ଅଇଲାଇନି ସରଗର୍ ଦୁତ୍ମନ୍ ।
ତାର୍ପଚେ ବେଦିଟାନେଅନି ଜଇ ଦେକାରକା କର୍ବା ଆରିଗଟେକ୍ ଦୁତ୍ ଆଇଲା । ସେ ଆଉଲିଅଇକରି ଲାଗନ୍ ଇଲା ଦାରିରଇବା ଦୁତ୍କେ କଇଲା “ଦର୍ତନିଟାନେ ରଇବା ଅଙ୍ଗୁର୍ବାଡର୍ ଅଙ୍ଗୁର୍ ପାଚ୍ଲାଆଚେ । ତର୍ ଇଲାଦାରି କାଟିନେ ।”
କାଟ୍ବା ଜାକ ଦାନ୍ ଆରି ଜୁଡ୍ ଗାଁସ୍ ମିସ୍ତେ ବଡ । କାଟ୍ବା ଲକ୍ମନ୍କେ କଉଁ ସେମନ୍ ପର୍ତୁମ୍ ଜୁଡ୍ ଗାଁସ୍ କାଟି ବାରା ବାନ୍ଦି ପଡାଇ ଦେଅତ୍ । ତାର୍ ପଚେ ଦାନ୍ କାଟି ମାଣ୍ଡାଇ କଲ୍କିଟାନେ ସଙ୍ଗଉ ।”
ତାର୍ପଚେ ସାତ୍ ଲମର୍ ଦୁତ୍, ତାର୍ ରିସାର୍ ଗିନା ପବନେ ଆଜାଡିଦେଲା । ଆରି ଏଦେ ଦେକା !! ମନ୍ଦିରେ ରଇବା ବସ୍ବା ଜାଗାଇ ଅନି ଗଟେକ୍ ବଡ୍ ସବଦ୍ ଆଇଲା । “ସେଟା ସବୁ ସାରିଗାଲା !”
ତେବେ ତମେ ଆଗ୍ତୁ ଉଆ । ତମର୍ ଆନିଦାଦିମନ୍ କରିରଇବା କର୍ତା କାମ୍ ପୁରାପୁରୁନ୍ ସାରାଇ ଦିଆସ୍ ।
ସାତ୍ଟା ମର୍ଡି ସର୍ପାଇ ଅଇରଇବା ସାତ୍ଟା ଦୁତ୍ମନ୍ ମନ୍ଦିରେ ଅନି ବାରଇଲାଇ । ସେମନ୍ ଦବ୍ ରଇକରି ଜକ୍ଜକି ଜାଇତେରଇବା ବସ୍ତର୍ ପିନ୍ଦି ରଇଲାଇ । ଆରି ସୁନାର୍ ବେଲ୍ଟୁ ବୁକେ ବାନ୍ଦିଅଇରଇଲାଇ ।
ତାର୍ପଚେ ମୁଇ ଦେକ୍ଲି, ଏଦେ ଦେକା ! ଗଟେକ୍ ଦବ୍ ବାଦଲ୍ ଡିସ୍ଲା । ଆରି ଗଟେକ୍ ନର୍ପାରା ଡିସ୍ବା ବାଦଲ୍ ଉପ୍ରେ ବସିରଇଲା । ତାର୍ ମୁଣ୍ଡେ ସୁନାର୍ ମୁକୁଟ୍ ଆରି ଆତେ ଗଟେକ୍ ଗଜିଆ ଇଲା ଦାରିରଇଲା ।
ସେମନ୍ ଆଉଲି ଅଇକରି କଇଲାଇ “ଏ ମାପ୍ରୁ ପର୍ମେସର୍ ଜେ କି ସବୁର୍ଟାନେଅନି ବପୁର୍ଟା । ତୁଇ ସୁକଲ୍ ଆରି ସତ୍ । ଆମ୍କେ ମରାଇଲା ଲକ୍କେ ବିଚାର୍କରି ଡଣ୍ଡ୍ ଦେବାକେ ଆମେ ଆରି କେତେକ୍ ଦିନ୍ ଜାଗ୍ବୁ ?”
ଜେନ୍ତାରି କି ଜନ୍ ସୁବ୍କବର୍ ଜାନାଇଲେ ଜିଉଦି ନଇଲା ଲକ୍ମନ୍କେ ମୁକ୍ତି ମିଲି ପାର୍ସି, ସେଟା ଚାଡି ଦେଅତ୍ ବଲି ଆମ୍କେ ସେମନ୍ ଚେସ୍ଟା କଲାଇନି । ଏନ୍ତାରି ସେମନ୍ କର୍ତେରଇବା ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ସାରାସାରି ଆସି କେଟିଆଚେ । ଏବେ ସାରାସାରି ବେଲାଇ ସେମନର୍ ବିରୁଦେ ପର୍ମେସରର୍ ରିସା ଅଇଆଚେ ।
ଆଗ୍ତୁର୍ ପସୁର୍ପାରା ତାକେ ମିସା ଅଦିକାର୍ ରଇଲା । ସେ ଅଦିକାର୍ ସଙ୍ଗ୍ ସେ ସେବା କର୍ତେରଇଲା । ଜଗତେ ଆରି ଜଗତେରଇବା ସବୁ ଲକ୍ମନ୍କେ, ଆଗ୍ତୁର୍ ପସୁକେ ଜୁଆର୍ କରା ବଲି ଡରାଇତେରଇଲା । ଏତ୍କି ବିତ୍ରେ ପର୍ତୁମ୍ ପସୁର୍ ଗାଉ ସୁକିଜାଇତେରଇଲା ।
ସର୍ଗେ ରଇବା ପର୍ମେସରର୍ ମନ୍ଦିର୍ ଉଗାଡି ଅଇଲା ଆରି ତେଇ ରାଜିନାମାର୍ ପେଡି ଡିସ୍ଲା । ତାର୍ପଚେ ବିଜ୍ଲି ଜଟକ୍ଲା, ଗଡ୍ଗଡି ମାର୍ଲା ଦର୍ତନି ଚୁଲ୍ବୁଲ୍ଲା ଆରି ବେସି କାରାପାକ୍ନା ମିସା ମାର୍ଲା ।
ତାର୍ପଚେ ବାଦ୍ଲେ ବସ୍ଲା ଲକ୍ ତାର୍ ଇଲା ଦର୍ତନି ଉପ୍ରେ ବୁଲାଇଲା । ଦର୍ତନିର୍ ଚାସ୍ ସବୁ କାଟାଅଇଲା ।
ସରଗର୍ ମନ୍ଦିରେଅନି ଆରିଗଟେକ୍ ଦୁତ୍ ବାରଇ ଆଇବାଟା ମୁଇ ଦେକ୍ଲି । ତାର୍ ଆତେ ମିସା ଗଟେକ୍ ଲାଗନ୍ ଇଲା ରଇଲା ।