ପର୍କାସିତ 11:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ତାର୍ପଚେ ମକେ ନାପ୍ବା ଡାଙ୍ଗ୍ ପାରା ଡିସ୍ବା ଡାଙ୍ଗ୍ ଗଟେକ୍ ଦିଆଅଇଲା । “ଜାଆ ଆରି ପର୍ମେସରର୍ ମନ୍ଦିର୍ ଆରି ବେଦି ନାପ୍ । ମନ୍ଦିରେ ପାର୍ତନା କର୍ବା ଲକ୍ମନ୍କେ ଏଜିକରି ଆଉ ।” Gade chapit la |
ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ “ ଜନ୍ ଲକ୍ମନ୍ ମର୍ ଲକ୍, ମୁଇ ସେମନର୍ ସଙ୍ଗ୍ ରଇବି । ତାକର୍ ବିତ୍ରେ ଚାଲାବୁଲା କର୍ବି । ମୁଇ ସେମନର୍ ପର୍ମେସର୍ ଅଇବି । ଆରି ସେମନ୍ ମର୍ ଲକ୍ ଅଇବାଇ ।”