ପିଲିମନ୍ 1:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ଆରି ଏବେ ସେ ଅବ୍କା ଗତିଦାଙ୍ଗ୍ଡା ନଏଁ, ମାତର୍ କିରିସ୍ଟର୍ ଲାଗି ଗଟେକ୍ ଆଲାଦର୍ ବାଇ ଅଇଆଚେ । ମୁଇ ତାକେ ବେସି ଆଲାଦ୍ କଲିନି । କିରିସ୍ଟର୍ ଲାଗି ଗଟେକ୍ ବାଇ ଇସାବେ ଆରି ଗତିଦାଙ୍ଗ୍ଡା ଇସାବେ ସେ ତର୍ପାଇ କେତେକ୍ ଅଦିକ୍ ଆଲାଦର୍ ଲକ୍ ଅଇସି । Gade chapit la |
ଜଦି ତାକର୍ ସାଉକାର୍ମନ୍ କିରିସ୍ଟକେ ବିସ୍ବାସ୍ କଲାଇନି, ସେନ୍ତାର୍ଆଲେ ବିସ୍ବାସି ସାଉକାର୍ମନ୍କେ, ବିସ୍ବାସ୍ ନ କର୍ବା ସାଉକାର୍ମନର୍ ତେଇଅନି, କିରିସ୍ଟର୍ଟାନେ ବାଇ ଇସାବେ ସନ୍ମାନ୍ ଉନା ଦେକାଇଲେ ଅଇସି ବଲିକରି ବାବ୍ବାର୍ ନାଇ । ତାର୍ ବାଦୁଲେ ସେମନର୍ପାଇ ଅଦିକ୍ ଆବଡ୍ କାମ୍ କର୍ବାର୍ ଆଚେ । କାଇକେବଇଲେ ସେମନ୍ ଜନ୍ ସାଉକାରର୍ପାଇ କାମ୍ କଲାଇନି, ସେମନ୍ ମିସା ବିସ୍ବାସି ଲକ୍ । ଆରି କିରିସ୍ଟର୍ଟାନେ ବାଇ ଇସାବେ ଆଲାଦ୍ କଲାଇନି । ବିସ୍ବାସି ମନ୍କେ ଏ ସର୍ତେ ବିସଇ ସିକାଆ । ଆରି ସେଟା କର୍ବାକେ ସେମନ୍କେ ସାର୍ଦା କର୍ ।
ଅନନିୟ ଗାଲା ଆରି ସାଉଲ୍ ରଇବା ଗରେ କେଟ୍ଲା । ସାଉଲ୍କେ ବେଟ୍ଅଇ ତାର୍ ଉପ୍ରେ ଆତ୍ ସଙ୍ଗଇ ତାକେ କଇଲା, “ଏ ବାଇ ସାଉଲ୍, ଇତି ତର୍ଟାନେ ଆଇବାକେ ମାପ୍ରୁ ଜିସୁ ମକେ ପାଟାଇଆଚେ । ତୁଇ ଇତି ଆଇବା ବାଟେ ସେସେ ତକେ ଦେକାଇଅଇଲା । ତୁଇ ଜେନ୍ତିକି ଆରି ତରେକ୍ ଦେକି ପାରୁସ୍ ଆରି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇପାରୁସ୍ । ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।”