15 ଜେନ୍ତାରିକି ଅନିସ୍ମସ୍ ଆରି ତୁଇ, ସାଉକାର୍ ଆରି ଗତିଦାଙ୍ଗ୍ଡା ପାରା ନ ଅଇ, ମର୍ବା ଜାକ ନିଜର୍ ବାଇ ଇସାବେ ରଇବାକେ, ଚନେକର୍ପାଇ ତର୍ଟାନେଅନି ଦୁରିକେ ରଇଲା ।
ତମର୍ ବପୁ ଆରି ମନ୍ କଲାଟା ଇସାବେ ଜାଇଟା ସବୁ ଗଟାଇବାପାଇ ତମେ ଟିକ୍ କରି ରଇଲାସ୍, ସେମନ୍ ଗଟେକ୍ ଅଇ ସେ ସବୁ କର୍ବାକେ ଲାଗିପଡ୍ଲାଇ ।