13 ତାକେ ବନ୍ଦିଗରେ ମର୍ ସଙ୍ଗ୍ ରଅ ବଲି ମନ୍ କର୍ତେରଇଲି । ସୁବ୍ କବରର୍ ଲାଗି ତର୍ ବାଦୁଲେ ସେ ମକେ ଇତି ସାଇଜ କର୍ତା ।
ତମେ ସବୁବେଲେ ମର୍ ମନ୍ ବିତ୍ରେ ଆଚାସ୍ । ତେବର୍ପାଇ ତମର୍ ବିସଇନେଇ କରି ଏନ୍ତାରି ବାବ୍ବାଟା ଟିକ୍ ସେ । ମୁଇ ବନ୍ଦି ନ ଅଇକରି ରଇଲାବେଲେ କି ଏବେ ବନ୍ଦି ରଇକରି ସୁବ୍କବର୍ ବିରୁଦେ ଦଦାପେଲା ଉଟ୍ଲାବେଲେ, ଏଟା ସତ୍ ଆକା ବଲି ଡାଟ୍ସଙ୍ଗ୍ ଦେକାଇବାଟାନେ ମିସା, ତମେ ସବୁ ମିସ୍ବାକେ ପର୍ମେସର୍ ବେଲା ଟିକ୍ କରି ଦେଲାଆଚେ ।
ଏଟାର୍ଲାଗି ତମର୍ ପାରା ଜିଉଦି ନଇଲା ଲକର୍ ପାଇ, କିରିସ୍ଟ ଜିସୁର୍ ଲାଗି ବନ୍ଦି ଅଇରଇବା ପାଉଲ୍ ମୁଇ, ପର୍ମେସର୍କେ ପାର୍ତନା କଲିନି ।
ତିପାନା, ପର୍ତୁନାତ୍ ଆରି ଆକାଇ ଇତି ଆଇଲାକେ ମୁଇ ବେସି ସାର୍ଦା ଅଇଲିନି । କାଇକେବଇଲେ ତମେ ନ ରଇଲେ ମିସା ସେମନ୍ ତମର୍ ଜାଗାଇ ରଇଲା ପାରା ।
ମୁଇ ପାଉଲ୍ ଜେକି ଜିସୁକିରିସ୍ଟର୍ ଲାଗି ବନ୍ଦି ଆଚି । ଆରି ଆମର୍ ବାଇ ତିମତି । ଆମେ ମିସିକରି ଆମର୍ ମଇତର୍ ଆରି ସଙ୍ଗର୍ କାମ୍କରୁ ପିଲିମନ୍କେ ଏ ଚିଟି ଲେକ୍ଲୁନି ।
କାଇକେବଇଲେ କିରିସ୍ଟର୍ ଲାଗି ବଲିକରି ସେ ତାର୍ ଜିବନ୍ ବିପଦେ ପାକାଇଲା । ଆରି ତମେ ମର୍ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍ କଲା ।
ଏ ସବୁର୍ଲାଗି ମାପ୍ରୁର୍ ସେବାକାରିଆ ମୁଇ ବନ୍ଦିଗରେ ଆଚି । ମାପ୍ରୁ ତମ୍କେ କେନ୍ତାରି ଚଲାଚଲ୍ତି କର୍ବାକେ ଡାକ୍ଲାଆଚେ, ସେନ୍ତାରିସେ କରାବଲି ମୁଇ ତମ୍କେ ବାବୁଜିଆ କଲିନି ।
ଅନିସ୍ମସ୍ ଜେକି କିରିସ୍ଟର୍ ଲାଗି ମର୍ ନିଜର୍ ପଅ ପାରା ଅଇଗାଲା ଆଚେ । ତାର୍ ବାଦୁଲେ ମୁଇ ତକେ ବାବୁଜିଆ କଲିନି । ଆମେ ବନ୍ଦିଗରେ ରଇଲା ବେଲେ, ମୁଇ ତାର୍ ଆତ୍ମା ଇସାବେ ରଇବା ବାବା ପାରା ଅଇଆଚି ।
ମୁଇ ଏବେ ତାକେ ତର୍ ଲଗେ ପାଟାଇଲିନି । ମର୍ ଜିବନେ କାନ୍ଦି କାନ୍ଦି ଆଚି ।