29 ଆରି ତମେ ମକେ କେ ବଲିକରି ବାବ୍ଲାସ୍ନି ? ବଲି ଜିସୁ ସେମନ୍କେ ପାଚାର୍ଲା । ପିତର୍ କଇଲା, “ତୁଇ ପର୍ମେସର୍ ପାଟାଇରଇବା ଉଦାର୍କାରିଆ କିରିସ୍ଟ” ବଲି କଇଲା ।
ଜେ ମିସା ଜିସୁକେ ପର୍ମେସରର୍ ପଅ ବଲି ନାମ୍ଲେ, ପର୍ମେସର୍ ସେ ଲକର୍ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍ମେସରର୍ ସଙ୍ଗ୍ ରଇସି ।
ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି ।
ମାର୍ତା ଜିସୁକେ କଇଲା, “ଉଁ ମାପ୍ରୁ, ମୁଇ ବିସ୍ବାସ୍ କଲିନି । ତମେ ସେ ପର୍ମେସରର୍ ପ । ଜନ୍ ମସିଅ ଏ ଜଗତେ ଆଇବାର୍ ରଇଲା, ତମେ ସେ ଆକା ।”
ସେ ସିସ୍ମନ୍କେ ପାଚାର୍ଲା, “ମାତର୍ ତମେ ମୁଇ କେ ବଲି ବାବ୍ଲାସ୍ନି ?” ପିତର୍ କଇଲା “ତମେ ପର୍ମେସର୍ ପାଟାଇଲା କିରିସ୍ଟ ।”
ସେ ସିଦା ପାର୍ତନା କର୍ବା ଗର୍ମନ୍କେ ଜାଇ ଜିସୁସେ ପର୍ମେସରର୍ ପଅ ବଲି ଜାନାଇବାର୍ ଦାର୍ଲା ।
ଲକ୍ମନ୍ ସେ ମାଇଜିକେ କଇଲାଇ, “ତୁଇ କଇଲାକେ ଆମେ ବିସ୍ବାସ୍ କରୁନାଇ, ଆମେ ନିଜେ ତାର୍ କାତା ସୁନି କରି ଏ ଆକା ଦୁନିଆର୍ ରକିଆକରୁ ବଲି ବିସ୍ବାସ୍ କଲୁ ।”
ତମେ ବିସ୍ବାସି ଲକ୍ମନର୍ପାଇ, ଏ ପାକ୍ନା ବେସି ମୁଲିଅ ରଇବାଟା । ମାତର୍ ଜେତ୍କି ଲକ୍ ବିସ୍ବାସ୍ କରତ୍ ନାଇ, ସାସ୍ତରେ ଲେକା ଅଇଲା ବିସଇ ସେମନ୍ ମନେ ରକ୍ବାର୍ ଆଚେ । “ଗର୍ ତିଆର୍ କରୁମନ୍ ଜନ୍ ପାକ୍ନା ଚାଡିଦେଇରଇଲାଇ, ସେ ପାକ୍ନାକେସେ ପର୍ମେସର୍ ସବୁର୍ଟାନେ ଅନି ମୁଲିଅ ରଇବା ପାକ୍ନା କଲାଆଚେ ।”
ତମେତା ପର୍ମେସରର୍ ଟାନେଅନି ଆଇଲା ସୁକଲ୍ ଲକ୍ ବଲି, ଏବେ ଆମେ ବିସ୍ବାସ୍ କରି ଜାନ୍ଲୁ ।”
ସେମନ୍ ଜାଉ ଜାଉ ଗଟେକ୍ ବନ୍ଦ୍ ଲଗେ କେଟ୍ଲାଇ । ସେ ବାଣ୍ଡାର୍ଗରିଆ କଇଲା,
ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜେ ଲୁଚିକରି ରଇଲା ବିସଇ ତମେ ବୁଜିପାର୍ଲାସ୍ନି, ମାତର୍ ବାଇରେ ରଇବା ବିନ୍ ଲକ୍ମନ୍କେ ଉଦାଅରନ୍ ଦେଇ କୁଆ ଅଇଲାନି ।”
ସିମନ୍ ପିତର୍ ତାକେ କଇଲା, “ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ ।