15 ଜିସୁ ସେମନ୍କେ ଜାଗ୍ରତ୍ କରାଇ କଇଲା, “ପାରୁସିମନର୍ ଆରି ଏରଦର୍କମିର୍ ଅନି ତରିକ୍ନା ଅଇ ରୁଆ ।”
ଜିସୁ ସେମନ୍କେ କଇଲା, “ଜାଗ୍ରତ୍, ପାରୁସି ଆରି ସାଦୁକିମନର୍ କମିର୍ତେଇଅନି ତରିକ୍ନା ଅଇ ରୁଆ ।”
ତାର୍ପଚେ ଜିସୁକେ ତାର୍ କାତାଇ ବୁଲ୍ ଦାର୍ବାକେ ଜିଉଦି ନେତାମନ୍ କେତେଟା ପାରୁସି ଦଲର୍ ଲକ୍ମନ୍କେ ଆରି ଏରଦ୍ ରାଜାର୍ କେତେଟା ଲକ୍ମନ୍କେ ତାର୍ ଲଗେ ପାଟାଇଲାଇ ।
ପର୍ମେସର୍ ମର୍ ସାକି, ଜେ କି ସବୁକେ ବଁଚ୍ବାକେ ଦେଇସି । ଆରି ଜିସୁକିରିସ୍ଟ ଜେ କି, ପନ୍ତିଅ ପିଲାତ୍ ପାଚାର୍ଲା ବେଲେ ସତ୍ କଇଲା, ଏ ଦୁଇ ଲକର୍ ସାକି ନେଇକରି ମୁଇ ତକେ ତିଆର୍ଲିନି,
ସେବେଲେ ଗାଲିଲି ଦେସର୍ ସାସନ୍ କାରିଆ ଏରଦ୍, ଜିସୁର୍ ବିସଇ ସୁନ୍ଲା ।
ପଦେକ୍ କାତା ନେଇ ଦଦାପେଲା ଅଇତେରଇଲେ, ସେଟା ଚୁଚାଇସେ । ସୁନ୍ବା ଲକ୍ମନ୍କେ ନସ୍ଟକରି ଦେଇସି । ଏନ୍ତାରି କଇ ପର୍ମେସରର୍ ମୁଆଟେ ଲକ୍ମନ୍କେ ଡାଟ୍ସଙ୍ଗ୍ ଆଦେସ୍ ଦେସ୍ ।
ଆମର୍ ବାବା ପର୍ମେସର୍ ଜିସୁକିରିସ୍ଟ ଆରି ସେ ବାଚିରଇବା ଦୁତ୍ମନ୍କେ ସାକିକରି ମୁଇ ତକେ ତିଆର୍ଲିନି, ମୁଇ ତିଆର୍ଲା ଏ ସବୁ ବିସଇ କାଇ ବଡ୍ସାନ୍ ନ ଦେକିକରି କର୍ ।
ଆରି ଜିସୁ ସେମନ୍କେ କଇଲା, “ଜାଗର୍ତା, ସବୁରକାମର୍ ଲବ୍ କର୍ବାଟାନେଅନି ନିଜେ ନିଜେ ଦୁରେ ରୁଆ । କାଇକେବଇଲେ ଗଟେକ୍ ଲକର୍ ଜିବନ୍ଟାନେଅନି ଦନ୍ସଁପତି ବଡ୍ ବିସଇ ନଏ ।”
ଆର୍ ଆଗ୍ତୁ ଏରଦ୍ ଜଅନ୍କେ ବାନ୍ଦ୍ବାକେ ଆଦେସ୍ ଦେଇରଇଲା ଆରି ତାକେ ସିକିଲି ସଙ୍ଗ୍ ବାନ୍ଦି, ବନ୍ଦି ଗରେ ସଙ୍ଗଇରଇଲା । ତାର୍ ବାଇ, ପିଲିପର୍ ମାଇଜି ଏରଦିଆର୍ ଲାଗି, ସେ ଏନ୍ତି କରିରଇଲା ।
ମାତର୍ ଏରଦର୍ ଜନମ୍ ପୁର୍ତି ଦିନେ ଏରଦିଆର୍ ଟକି, ଡାକାଇରଇବା ଲକ୍ମନର୍ ମୁଆଟେ ନାଟ୍ କରିରଇଲା ।
ଜିସୁର୍ ସିସ୍ମନ୍ ଡଙ୍ଗାଇ ଗାଲାବେଲେ କାଇବାକେ ରୁଟି ନେବାକେ ପାସ୍ରିଜାଇରଇଲାଇ । ସେମନର୍ଟାନେ ଏକାଇ ଗଟେକ୍ ସେ ରୁଟି ରଇଲା ।
ଏଟା ସୁନି ସିସ୍ମନ୍ ନିଜର୍ ନିଜର୍ ବିତ୍ରେ କାତାବାର୍ତା ଅଇକରି କଇଲାଇ, “ଆମର୍ଲଗେ କାଇବାକେ ରୁଟିନାଇ ବଲି ସେ ଏନ୍ତାରି କଇଲାଇନି ।”