27 ତେବେ ଜିସୁ ତାକେ କଇଲା, “ଆଗ୍ତୁ ପିଲାମନ୍କେ ପେଟ୍ ପୁରୁନ୍ କାଇବାକେ ଦେସ୍, କାଇକେବଇଲେ ପିଲାମନର୍ କାଦି ନେଇ କୁକୁର୍ମନର୍ ଟାନେ ପାକାଇବାଟା ଟିକ୍ନାଇ ।”
ମାପ୍ରୁ ମକେ କଇଲା, “ଜାଆ ମୁଇ ତକେ ବେସି ଦୁରିକେ ଜିଉଦି ନଇଲା ଲକ୍ମନର୍ ଲଗେ ପାଟାଇବି ।”
ଜିସୁ ବାର୍ଟା ସିସ୍ମନ୍କେ ପାଟାଇଲାବେଲେ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ଆଦେସ୍ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍ମନର୍ କନ୍ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ ।
ସୁକଲ୍ ଦିନ୍ସୁ କୁକୁର୍ମନ୍କେ ଦିଆସ୍ ନାଇ, ସେମନ୍ ପାସ୍ଲିକରି ତମ୍କେ ଚାବିପାକାଇବାଇ । ଗୁସ୍ରି ମନର୍ ମୁଆଟେ ମୁକ୍ତା ପାକାଆ ନାଇ, ସେମନ୍ ମୁକ୍ତାର୍ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ ।
ଆଗେ ତମେ କିରିସ୍ଟର୍ ଲଗେ ଅନି ଦୁର୍କେ ରଇଲାସ୍ । ଆରି ପର୍ମେସର୍ ବାଚିରଇବା ଲକ୍ମନର୍ଟାନେ ମିସି ନ ରଇଲାସ୍ । ତାର୍ ଲକ୍ମନ୍କେ କାତା ଦେଇ, ତିଆର୍ କରିରଇବା ନିୟମ୍ଟାନେ, ତମର୍ କାଇ ମିସା ଅଦିକାର୍ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍ମେସରର୍ ଲକ୍ ନ ଅଇ ରଇଲାସ୍ ।
କିରିସ୍ଟ ଜିଉଦିମନର୍ଲଗେ ଗଟେକ୍ ଗତିଦାଙ୍ଗ୍ଡାପାରା ଅଇଲା । ପର୍ମେସର୍ ତାକର୍ ଆନିଦାଦିମନ୍କେ ଜନ୍ କାତା ଦେଇରଇଲା, ସେଟା ସତ୍ସଙ୍ଗ୍ ସେ ପୁରାପୁରୁନ୍ କର୍ସିଆକା ବଲି ଦେକାଇବାକେ ସେନ୍ତାରି କରିରଇଲା ।
ସେ ସୁର ଦେସର୍ ପଇନିକିଆ ଜାଗାଇ ଜନମ୍ ଅଇ ଜିଉଦି ଜାତିର୍ ନ ରଇଲା, ତାର୍ ଟକିକେ ଡୁମା ଚାଡାଇବାକେ ସେ ଜିସୁକେ ବାବୁଜିଆ କଲା ।
ମାତର୍ ମାଇଜି ତାକେ କଇଲା, “ଉଁ ମାପ୍ରୁ, କୁକୁର୍ମନ୍ ମିସା ପିଲାମନର୍ ଅଦ୍ରି ରଇଲା ସକ୍ଡି କାଇବାଇ ।”