13 ଏନ୍ତାରି ତମେ ନିଜର୍ ଆନିଦାଦିମନର୍ ବେଲେ ଅନି ଆଇବା ରିତିନିତି ମାନିକରି ପର୍ମେସରର୍ ବାକିଅ ଏଡାଇ ଦେଲାସ୍ନି, ଆରି ଏନ୍ତାରି କେତେକ୍ କେତେକ୍ କାମ୍ମନ୍ କଲାସ୍ନି ।
ଆରି ଜିସୁ ସେମନ୍କେ କଇଲା, ତମେ ଚତୁର୍ ଅଇ ନିଜର୍ ରିିତିନିିତି ମାନ୍ବାକେ ବଲି ପର୍ମେସରର୍ ଆଦେସ୍ ନିଚୁ ବଇଲାସ୍ନି ।
ଜିଉଦି ଲକ୍ମନ୍ ତିଆର୍କଲା କାତାନିମନ୍ ନ ମାନିକରି ଆରି ସତ୍ ସିକିଆ ନ ମାନିକରି ରଇବା ଲକ୍ମନର୍ ତିଆର୍କଲା ରିତିନିତି ଦିଆନ୍ ନ କରତ୍ ।
ପାରୁସିମନ୍ ଆରି ସବୁ ଜିଉଦିଲକର୍ ପାର୍ଚିନ୍ମନର୍ ନିୟମ୍ ମାନି ରିିତିନିତି ଇସାବେ ଆତ୍ ନ ଦଇତେ ନ କାଇତେରଇଲାଇ ।
“ସେ ଆରି ତାର୍ ବାବା ମାଆର୍ ଦାଇତ୍ ନେବାର୍ ଲଡାନାଇ । ଏନ୍ତାରି ତମେ ପର୍ମେସରର୍ ଆଦେସ୍ ନ ମାନିକରି ନିଜର୍ ରିତିନିତି ଇସାବେ ଚାଲ୍ଲାସ୍ନି ।
ଇଁସାତଲା ଅଇବାଟା, ମାତୁଆଲ୍ ଅଇବାଟା, ମଜାମଜ୍ଲିସ୍ ଅଇବାଟା, ଏ ସବୁ କାମ୍ମନ୍ ମୁଇ ଆଗ୍ତୁ ଜେନ୍ତି ତମ୍କେ କଇରଇଲି, ସେଟାର୍ ପାଇ ଆରିତରେକ୍ କଇଦେଲିନି ଜେ, ଜନ୍ ଲକ୍ମନ୍ ଏନ୍ତାରି କାମ୍ କର୍ବାଇ, ସେମନ୍ ପରମେସରର୍ ରାଇଜେ ପୁର୍ବା ଅଦିକାର ପାଇ ନାପାରତ୍ ।
ତେବେ ପାରୁସି ଆରି ସାସ୍ତର୍ ସିକାଉମନ୍ ଜିସୁକେ ପାଚାର୍ଲାଇ, “କାଇକେ ତର୍ ସିସ୍ମନ୍ ପାର୍ଚିନ୍ମନର୍ ରିତିନିତି ନ ମାନି ଆତ୍ ନ ଦଇ କାଇଲାଇନି ?”
ତେବେ ତମେ ତାର୍ ବାବାର୍ କି ମାଆର୍ କାଇ ଉପ୍କାର୍ କର୍ବାଟାକେ ତେବାଇଲାସ୍ନି ।
ଜିସୁ ଆରି ତରେକ୍ ଲକ୍ମନ୍କେ ଲଗେଡାକି କଇଲା, “ତମେ ସବୁଲକ୍ ମର୍ କାତା ସୁନା ଆରି ବୁଜା ।
ଜିଉଦି ଦରମ୍ ମାନ୍ବା ବେଲେ, ମୁଇ ଦାଙ୍ଗ୍ଡା ବଇସେ ଆମର୍ ଜିଉଦିମନର୍ ବିତ୍ରେ ସବୁକେ ଅନି ଆଗ୍ତୁ ରଇଲି ଆରି ଆମର୍ ଆନିଦାଦିମନ୍ ବିସ୍ବାସ୍ କରି ଆଇତେରଇବା ରିତିନିତି ବେସି ଡାଟ୍ ସଙ୍ଗ୍ ମାନ୍ତେରଇଲି ।