42 ଏତ୍କି କଇଲା ଦାପ୍ରେ ଟକି ଉଟି ବୁଲ୍ବାର୍ ଦାର୍ଲା, ତାକେ ବାର ବରସ୍ ଅଇରଇଲା । ସେଡ୍କିବେଲେ ସବୁଲକ୍ମନ୍ ଦେକି ଅଦିକ୍ କାବାଅଇଗାଲାଇ ।
ଆରି ଲକ୍ମନ୍ ଅଦିକ୍ କାବା ଅଇ କଇଲାଇ, “ସେ ସବୁ କାମ୍ ନିମାନ୍ ସଙ୍ଗ୍ କରିଆଚେ, ସେ ବଇରାମନ୍କେ ସୁନ୍ବା ବପୁ ଆରି ଗୁଲାମନ୍କେ କଇବା ବପୁ ମିସା ଦେଇଆଚେ ।”
ଆରି, ସେ ସେମନର୍ ଲଗେ ଜାଇ ଡଙ୍ଗାଇ ଚଗ୍ଲା, ଆରି ପବନ୍ ବନ୍ଦ୍ ଅଇଲା । ତେଇ ସେମନ୍ ମନେ ମନେ କାବା ଅଇଗାଲାଇ,
ସେମନ୍ ବେସି ଡରି ଜାଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ତେବେ ଏ କେ ଜେ, ପବନ୍ ଆରି ଲଅଡି ମିସା ତାର୍ ଆଦେସ୍ ମାନ୍ଲାଇନି ?”
ତେବର୍ପାଇ ପାର୍ତନା ଗରେ ରଇବା ସବୁ ଲକ୍ କାବା ଅଇଗାଲାଇ ଆରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ଏଟା କେନ୍ତାର୍ ? ଏଟାତା ଅଦିକାର୍ ସଙ୍ଗର୍ ନୁଆ ସିକିଆ । ଡୁମା ଆତ୍ମାମନ୍ ମିସା, ସେ ତିଆର୍ଲାଟା ମାନ୍ଲାଇନି ।”
ଆରି ଟକିର୍ ଆତେଦାରି ତାକେ କଇଲା, “ଟଲିତାକୁମ୍ !” ବଇଲେ “ଏ ନୁନି ମୁଇଁ ତକେ କଇଲିନି ଉଟ୍ !”
ଜେନ୍ତି ଆରି, କେ ମିସା ଟକିକେ ଗଟ୍ଲା ବିସଇ ନାଜାନତ୍, ତେବର୍ ପାଇ ସେ ଟକିର୍ ଆୟାବାବାକେ ଅଦିକ୍ ଡାଟ୍ ସଙ୍ଗ୍ ଆଦେସ୍ ଦେଲା, ଆରି “ଟକିକେ କାଇଟା ଆଲେ କାଇବାକେ ଦିଆସ୍ ।” ବଲି କଇଲା ।