26 ଆରି ସେ କଇଲା, “ପର୍ମେସରର୍ ରାଇଜ୍ ଏନ୍ତାରି । ଗଟେକ୍ ଲକ୍ ନିଜର୍ ପଦାଇ ବିଅନ୍ ବୁନ୍ସି ।
ଜିସୁ ତାର୍ ସିସ୍ମନ୍କେ ଆରି ଗଟେକ୍ ବିସଇ କାତାନି ଇସାବେ କଇଲା, ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକର୍ ପାରା । ସେ ଲକ୍ ତାର୍ ଜମିଟାନେ ନିକ ବିଅନ୍ ବୁନ୍ଲା ।
“ଉଦାଅରନର୍ କାତା ଏନ୍ତାରି, ବିଅନ୍ ଅଇଲାନି ପର୍ମେସରର୍ ବାକିଅ ।
“ଗଟେକ୍ ଚାସି ତାର୍ ବିଅନ୍ ବୁନ୍ବାକେ ବାରଇଲା । ସେ ବୁନୁ ବୁନୁ କେତେଟା ବିଅନ୍ ବାଟେ ଅଦର୍ଲା । ଲକ୍ମନ୍ ସେଟା ମାଣ୍ଡ୍ଚୁଣ୍ଡ କରିଦେଲାଇ ଆରି ଚଡଇମନ୍ ଆସି କାଇଦେଲାଇ ।
ଜନ୍ ଲକ୍ମନ୍ ସାନ୍ତିର୍ପାଇ କାମ୍ କର୍ବାଇ, ସାନ୍ତି ସଙ୍ଗ୍ ରଇକରି ଦରମର୍ ବିଅନ୍ ବୁନ୍ବାଇ, ସେନ୍ତାରି ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ, ନିକ କାମର୍ ଦାନ୍ କାଟ୍ବାଇ ।
ମୁଇ ତମ୍କେ ସତ୍କାତା କଇଲିନି ଜଦି ଗଅମ୍ ମୁଞ୍ଜି ବୁଏଁ ଅଦ୍ରି ନ ମର୍ବା ଜାକ ସେନ୍ତିସେ ରଇସି । ସେଟା ମଲେ ସେ ବେସି ମୁଞ୍ଜି ଦାର୍ସି ।
ତାର୍ ପଚେ ଜିସୁ କଇଲା, “ପର୍ମେସରର୍ ରାଇଜ୍ କେନ୍ତାଟା, ଆରି ମୁଇ କାଇଟା ସଙ୍ଗ୍ ସେଟା ସମାନ୍ କର୍ବି ?
ଜିସୁ ଆରି ତରେକ୍ ଏନ୍ତାରି କାତା କଇଲା, “ଗଟେକ୍ ମାଇଜି କଣ୍ଡେକ୍ କମିର୍ ନେଇ ଅଦ୍ବାସ୍ତା ଗୁଣ୍ଡ୍ଟାନେ ମିସାଇଦେଲା । ସମାନ୍ ବେଲାଇ ସବୁଜାକ ଗୁଣ୍ଡ୍ କମିର୍ତେଇ ମିସି ପୁଲ୍ଲା । ସରଗ୍ ରାଇଜ୍ ବଡ୍ବାଟା ମିସା ଏନ୍ତାରିସେ ।”
ଜିସୁ ଆରି ଗଟେକ୍ ବିସଇ କଇଲା, “ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକ୍ ତାର୍ ଜମିଟାନେ ସର୍ସୁ ମୁଞ୍ଜି ତପିଦେଲା ।
ଜିସୁ କଇଲା, “ସରଗ୍ ରାଇଜର୍ ଟିକି ନିକି କାତା ବୁଜ୍ବାକେ ତମେ ଗିଆନ୍ ପାଇଆଚାସ୍ । ମାତର୍ ସେମନ୍ ପାଅତ୍ ନାଇ ।
ଆରି ସେ କେତେକ୍ କେତେକ୍ ବିସଇ, ଉଦାଅରଣ୍ ଦେଇ, ସିକାଇତେ ରଇଲା । ସେ କଇଲା, “ଗଟେକ୍ ଚାସି ତରେକ୍ ବିଅନ୍ ବୁନ୍ବାର୍ ବାରଇଲା ।
ସେ ବେଲାଇ ଅନି ଜିସୁ କଇବାର୍ ଆରାମ୍ କରି ଜାନାଇବାର୍ ଦାର୍ଲା । ପାପ୍ କର୍ବାତେଇଅନି ମନ୍ ବଦ୍ଲାଆ, ସରଗ୍ ରାଇଜ୍ ଲଗେ କେଟ୍ଲା ।
ସେ ଏନ୍ତି ବଲି କଇତେରଇଲା, “ପାପ୍ଟାନେଅନି ବାଉଡା, କାଇକେବଇଲେ ସରଗ୍ ରାଇଜ୍ ଲଗେ କେଟ୍ଲାନି ।”
କାଇକେବଇଲେ ଜାକେ ରଇ, କାମେ ଲାଗାଇରଇସି ତାକେ ଅଦିକ୍ ଦିଆଅଇସି, ଆରି ଜାକେ ରଇ, କାମେ ନ ଲାଗାଏ, ତାର୍ଟାନେ ଅନି ସେ ଅଲପ୍ ରଇଲାଟା ମିସା ନିଆଅଇସି ।”
ଆରି, ସେ ଦିନ୍ବେଲେ କି ରାତିବେଲେ, ସଇଲେ କି କାମ୍ କଲେ ମିସା ବିଅନ୍ କେନ୍ତି ଆଁକ୍ରି ବଡ୍ସି, ସେଟା ନାଜାନେ,