Biblia Todo Logo
Bib sou entènèt

- Piblisite -




ମାର୍‌କ 4:22 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

22 କାଇକେବଇଲେ ଲକ୍‌ମନ୍‌କେ ଏବେଜାକ ନାଜାନି ରଇବା ବିସଇ ଜାନାଇ ଦିଆଅଇସି, ଆରି ଜନ୍‌ ବିସଇ ସବୁ ଲୁଚି ରଇସି, ସେଟା ମେଲାକରି ଦିଆଅଇସି ।

Gade chapit la Kopi




ମାର୍‌କ 4:22
10 Referans Kwoze  

“କାଇକେବଇଲେ, ଏନ୍ତାରି ଲୁଚିରଇବା ବିସଇ କାଇଟା ନାଇ, ଜନ୍‌ଟା ଜାନା ନ ପଡେ । ଡାବିଅଇରଇବା ବିସଇ କାଇଟା ନାଇ ଜନ୍‌ଟା ଉଗାଡି ନଏଁ ।”


ସେଟାର୍‌ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍‌ କରାନାଇ । କାଇକେବଇଲେ ବିଚାର୍‌ନା କର୍‌ବାକେ ବେଲା ଅଏ ନାଇତା । ମାପ୍‌ରୁ ବିଚାର୍‌ନା କର୍‌ବାକେ ଆଇବାଜାକ ଜାଗା । ମାପ୍‌ରୁ ଆଇଲେ ଆକା ସାରାସାରି ବିଚାର୍‌ନା ଅଇସି । ସେ ଆନ୍ଦାର୍‌ ବିତ୍‌ରେ ଲୁଚ୍‌ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍‌ମନର୍‌ ମନ୍‌ ବିତ୍‌ରର୍‌ କାତା ସବୁ ଦେକାଇ ଦେଇସି । ସେଡ୍‌କି ବେଲେ ସବୁଲକ୍‌ ପର୍‌ମେସରର୍‌ ଟାନେଅନି ଲାଡ୍‌ ପାଇବାଇ ।


କାଇକେବଇଲେ ତମର୍‌ଟାନେ ପର୍‌ମେସରର୍‌ ସବୁଜାକ ଆଦେସ୍‌ ଜାନାଇବାକେ, ମୁଇ ଦୁଇମନିଆ ଅଇନାଇ ।


କାଇକେ ବଇଲେ ଆମେ ଜାଇଟା ଦେକ୍‌ଲୁ ଆଚୁ ଆରି ସୁନ୍‌ଲୁ ଆଚୁ ସେଟା ନ କଇକରି ରଇନାପାରୁ ।”


Swiv nou:

Piblisite


Piblisite