Biblia Todo Logo
Bib sou entènèt

- Piblisite -




ମାର୍‌କ 12:19 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

19 “ଏ ଗୁରୁ, ଜଦି ଗଟେକ୍‌ ଲକ୍‌ ବିବାଅଇକରି ପିଲାଜିଲା ନ ଅଇତେ ମରିଜାଇସି ବଇଲେ, ତାର୍‌ ବାଇ ସେ ମାଇଜିକେ ବିବାଅଇ ପିଲାଜିଲା ପାଇବାର୍‌ ଆଚେ । ଏନ୍ତି କଲେ ମରିଗାଲା ବାଇର୍‌ ପାଇ ସେ ପିଲାଟକିମନ୍‌ ତାର୍‌ ନାଉଁ ଦାର୍‌ବାଇ ବଲି ମସା ଆମର୍‌ପାଇ ନିଅମ୍‌ ଲେକିଦେଲା ଆଚେ ।

Gade chapit la Kopi




ମାର୍‌କ 12:19
6 Referans Kwoze  

ଏନ୍ତି ସାତ୍‌ ବାଇ ରଇଲାଇ, ସବୁର୍‌ଟାନେଅନି ବଡ୍‌ ବାଇ ବିବା ଅଇଲା । ମାତର୍‌ ପିଲାଟକି ନ ଅଇତେ ମରିଗାଲା ।


ଏନ୍ତି ବଇଲେ ମଲାତେଇଅନି ଉଟ୍‌ଲା ପଚେ ସେ କାର୍‌ ମାଇଜି ଅଇସି ? କାଇକେ ବଇଲେ ସେମନ୍‌ ସାତ୍‌ ଲକ୍‌ଜାକ ତାକେ ସଙ୍ଗଇ ରଇଲାଇ ।”


Swiv nou:

Piblisite


Piblisite