37 ଜେଡେବଲ୍ ସେମନ୍ ଜିସୁକେ ବେଟ୍ ଅଇଲାଇ, ଆରି କାବାଅଇ ତାକେ କଇଲାଇ, “ସବୁ ଲକ୍ ତମ୍କେ କଜ୍ଲାଇନି ।”
ତେଇ ପାରୁସିମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଦେକ୍ଲାସ୍ନି କାଇକି, ଆମେ ଚେସ୍ଟା କଲାଟା ଗଟେକ୍ ମିସା ଅଏନାଇ, ଦେକାନି ଗୁଲାଇ ଦୁନିଆଜାକ ତାର୍ ପଚେ ଗାଲାନି ।”
ଆମେ ଜଦି ଆକେ ଏନ୍ତାରି ଚାଡିଦେଉଁ ବଇଲେ ସବୁଲକ୍ ତାର୍ଟାନେ ବିସ୍ବାସ୍ କର୍ବାଇ ଆରି ରମିୟ ଅଦିକାରି ଆସିକରି ଆମର୍ ଏ ମନ୍ଦିର୍ ଆରି ଆମର୍ ବିସ୍ବାସ୍ କର୍ବା ଦରମ୍ ସବୁ କୁରୁପ୍ନାସ୍ କରିପାକାଇସି ।”
ଆରି ଜଅନର୍ ସିସ୍ମନ୍ ତାର୍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍ଦନ୍ ଗାଡ୍ ସେପାଟେ କାର୍ସଙ୍ଗ୍ ବେଟ୍ ଅଇରଇଲାସ୍ ଆରି ତାର୍ ବିସଇ ତମେ ସାକି ଦେଇତେରଇଲାସ୍, ସେ ଲକ୍ ଏବେ ଲକ୍ମନ୍କେ ଡୁବନ୍ ଦେଲାନି ଆରି ସବୁ ଲକ୍ମନ୍ ତାର୍ ଲଗେ ଗାଲାଇନି ।”
ସେଡ୍କିବେଲେ ଜିଉଦାଦେସର୍ କେତେକ୍ ଲକ୍ ଆରି ଜିରୁସାଲାମ୍ ରାଇଜର୍ ସବୁ ଲକ୍ମନ୍ ବାରଇକରି ଜଅନର୍ କାତା ସୁନୁ ବଲି ଆଇବାର୍ ଦାର୍ଲାଇ । ଆରି ନିଜର୍ ନିଜର୍ ପାପ୍କଲାଟା ମାନିକରି ଜର୍ଦନ୍ ଗାଡେ ତାର୍ତେଇଅନି ଡୁବନ୍ ନେଲାଇ ।
ସେଡ୍କିବେଲେ ସିମନ୍ ଆରି ତାର୍ ସଙ୍ଗର୍ଲକ୍ ତାକେ କଜ୍ବାର୍ ଗାଲାଇ,
ସେଡ୍କିବେଲେ ଜିସୁ ସେମନ୍କେ କଇଲା, “ଆସା, ଆମେ ରଇବା ବିନ୍ ବିନ୍ ଗାଉଁମନ୍କେ ଜୁ, କାଇକେବଇଲେ ସେ ଜାଗାମନ୍କେ ମିସା ମୁଇ ପର୍ମେସରର୍ କାତା କଇବି । କାଇକେବଇଲେ ସେଟାର୍ପାଇସେ ମୁଇ ଆଇଲିଆଚି ।”