5 ତେଇଅନି ସଇତାନ୍ ଜିସୁକେ ସୁକଲ୍ ଗଡ୍ ଜିରୁସାଲାମ୍ ଡାକିନେଲା । ତେଇ ତାକେ ମନ୍ଦିର୍ ଟିପେ ଟିଆ କରାଇ କଇଲା,
ପଚେ ସଇତାନ୍ ଜିସୁକେ ଜିରୁସାଲାମେ ଡାକିଦାରିଜାଇ, ମନ୍ଦିରର୍ ଚାଉନି ଟିପେ ଟିଆକରାଇ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଇତିଅନି ତଲେ ଡେଗଇଦେସ୍,
ମାତର୍ ମନ୍ଦିର୍ ବାଇରେ ରଇବା ଡାଣ୍ଡ୍ ନାପ୍ନାଇ । କାଇକେବଇଲେ ସେ ଜାଗା ଜିଉଦି ନ ଅଇଲା ଲକ୍ମନ୍କେ ଦିଆଅଇଲା ଆଚେ । ସେମନ୍ ସୁକଲ୍ ନଅରେ ରଇ ୪୨ ମାସ୍ ଜାକ ସେ ନଅର୍କେ ଅସୁକଲ୍ କରିଦେବାଇ ।
ସେମନ୍ କବର୍ ଦେଇରଇବା କାଲେଅନି ଉଟି ଆଇଲାଇ । ଜିସୁ ଆରିତରେକ୍ ଉଟ୍ଲା ପଚେ ଲକ୍ମନ୍, ଏମନ୍କେ ସୁକଲ୍ ଜାଗା ଜିରୁସାଲମେ ଜିବାଟା ଦେକ୍ଲାଇ ।
ଜିସୁ ତାକେ କଇଲା, “ପର୍ମେସର୍ ତକେ ଦେଲାକେସେ ମର୍ ଉପ୍ରେ ତର୍ ଅଦିକାର୍ ଆଚେ, ମାତର୍ ତର୍ଟାନେ ମକେ ଜେ ସର୍ପି ଦେଲାଆଚେ, ତାର୍ ପାପ୍ ଅଦିକ୍ ଜବର୍ ।”